କାଶୀନଗରରେ ରଥ ନିର୍ମାଣ କାର୍ଯ୍ୟ ଜୋର ସୋର ରେ ଲାଗିଛି.

IMG-20240702-WA0004
Share

 

କାଶୀନଗର
2/7/24
କାଶୀନଗର ଠାରେ ଥିବା ବହୁ ପୁରାତନ ଜଗନ୍ନାଥ ମନ୍ଦିର ଠାରେ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ରଥ ଯାତ୍ରା ବଡ ଆଡ଼ମ୍ବର ସହକାରେ ଆୟୋଜନ କରିବାକୁ ମନ୍ଦିର ମହନ୍ତ ମହାରାଜ ଶ୍ରୀ ପଦ୍ମନ ଦାସ ଜୀ କହିଛନ୍ତି. ମନ୍ଦିର ମହାରାଜ ଶ୍ରୀ ଦଶଜୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନ ରେ ବର୍ତମାନ ରଥ ମରାମତି କାମ ଓ ରଥ କୁ ରଙ୍ଗ ଦିଆ କାମ ଆରମ୍ଭ ହୋଇଛି. ଦିନେ କିମ୍ବା ଦୁଇ ଦିନରେ ସବୁ କାମ ସମାପନ କରି ରଥ ଯାତ୍ରା ନିମନ୍ତେ ଅନ୍ୟାନ୍ୟ କାମ ସବୁ ଦେଖିବକୁ ପଡିବ. କାଶୀନଗର ବ୍ରାହ୍ମଣ ସମଜର ଏକ ବୈଠକ ରେ ବ୍ରାହ୍ମଣ ସମାଜ ର ପ୍ରତ୍ୟେକ ସଦସ୍ୟ ରଥଯାତ୍ରା ରେ ସହଯୋଗ କରିବାକୁ ନିଷ୍ପତି ହୋଇଛି.

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର