March 7, 2026

Day: May 2, 2024

ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ-ନିର୍ଦ୍ଦେଶକଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ

  ପାରଳାଖେମୁଣ୍ଡି: ସୂଚନା ଓ ଲୋକସମ୍ପର୍କ ବିଭାଗ (ଦକ୍ଷିଣାଞ୍ଚଳ) ଉପ-ନିର୍ଦ୍ଦେଶକ ଶ୍ରୀ ଲଲାଟେନ୍ଧୁ ମହାପାତ୍ର ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ...

ଜିଲ୍ଲାରେ ଭୋଟର ସଚେତନତାରେ ଏଲିଡି ବ୍ୟାନ, ଦସ୍ତଖତ ଅଭିଯାନର ଶୁଭାରମ୍ଭ

ଗଜପତି, ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାରେ ଭୋଟର ସଚେତନତାର ଏଲିଡି ବ୍ୟନ ରଥ ଓ ସେଲ୍ଫି ଫୋଇଣ୍ଟ ଓ ଦସ୍ତଖତ ଅଭିଯାନକୁ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ...

ବିଜେପି ର ମିଶ୍ରଣ ପର୍ବ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ…..

ଉମରକୋଟ:- ବୁଧବାର ସନ୍ଧ୍ୟା 7:00 ଘଣ୍ଟିକା ସମୟରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ନଗର ବିଜେପି କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ର ଆୟୋଜନ କରାଯାଇଥିଲା। ଏଥିରେ...

କେନ୍ଦ୍ରୀୟ ମନ୍ତ୍ରୀ ସାନ୍ତୁନୁ ଠାକୁର ଙ୍କ ଦିନିକିଆ ରାଇଘର ଗସ୍ତ…….

ରାଇଘର:-ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ମିନି ଷ୍ଟାଡିଅମ ଠାରେ କେନ୍ଦ୍ର ସରକାର ଙ୍କ ବନ୍ଦର ଜାହାଜ ପରିଚାଳନା ବିଭାଗ ମନ୍ତ୍ରୀ ସାନ୍ତୁନୁ ଠାକୁର ହେଲିକେପ୍ଟର ଯୋଗେ ପହଞ୍ଚିଥିଲେ!ସେ...

ବଜ୍ରପାତରେ ୨ ବାଳକ ଆହତ

ବୁଗୁଡ଼ା : ତା ୦୨/୦୫/୨୪ : ବୁଗୁଡା ବ୍ଲକ ବି.କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ଟଭାପଲ୍ଲୀ ଗ୍ରାମର ଦୁଇ ଜଣ ବାଳକ ବଜ୍ରପାତରେ ଆହତ ହୋଇ ମେଡିକାଲରେ ଭର୍ତ୍ତି...

ବୁଗୁଡ଼ା ବ୍ଲକରେ ବିଜେଡିର ନିର୍ବାଚନୀ ପ୍ରଚାର ଆରମ୍ଭ

ବୁଗୁଡା : ତା ୦୨/୦୫/୨୪ : ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଆସନ୍ତା ମେ ୨୦ ତାରିଖ ଦିନ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଗତ ଅପ୍ରେଲ...

ଗଜପତି:- ଜିଲ୍ଲାବ୍ୟାପୀ ମତଦାନ ହାର ବୃଦ୍ଧି ଉଦ୍ଦେଶ୍ୟ ନେଇ ଭୋଟର ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ …

ଗଜପତି ଜିଲ୍ଲାରେ ଚଳିତ ମାସର ଆସନ୍ତା ୧୩ ତାରିଖ ଦିନ ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ...

ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ମା’ ସାଙ୍କୁଳାଈ ପୀଠ ଠାରୁ ମା ‘ ଙ୍କ ଦର୍ଶନ ଲାଭ କରିବା ସହ ଆଜି ବିଜୁ ଜନତା ଦଳର ବିଧାନସଭା ପାର୍ଥି ତଥା ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ବୁଗୁଡ଼ା ବ୍ଲକ୍ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ର ଶୁଭାରମ୍ଭ

ଉମେରକୋଟ ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱତନ୍ତ୍ର ପର୍ଯବେକ୍ଷକ ପଦ୍ମିନୀ ଦିଆନ…….

  ଉମେରକୋଟ:-ଚଳିତ ନିର୍ବାଚନ କୁ ଆଖି ଆଗରେ ରଖି ଉମେରକୋଟ ବିଧାନସଭା ସିଟ ନିଜ ଅକ୍ତିଆର ରେ ନେବା ପାଇଁ ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ...

ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବଙ୍କ ମାଁ ସନ୍ଧ୍ୟାରାଣୀ ବିଜେଡିରୁ କୋରେଇ ପ୍ରା୍ଥୀ,ଦେବଗଡରୁ କଟିଲା ରାଣୀଙ୍କ ଟିକଟ

  ଭୁବନେଶ୍ୱର ,: ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆଜି ମଙ୍ଗଳବାର ବାକି ଥିବା ୩ ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।...