June 16, 2026

ବିକାଶ ବଦଳରେ ବିନାଶ କରୁଛନ୍ତି ବୋଲି କହିଛନ୍ତି ବଳଭଦ୍ରପାଟଣା ଗ୍ରାମବାସୀ ….

bhup
Share

ପୁରୀରେ ହେଉଥିବା ଆନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ହଜାର ହଜାର ଗଛକାଟି ପରିବେଶ ନଷ୍ଟ କରିବା ସହିତ ହରିଣ, ବାରାହା ପ୍ରଭୃତି ପଶୁପକ୍ଷୀ ମାନଙ୍କୁ ବାସହରା କରିବା ସହିତ ସାଧାରଣ ଜନତାଙ୍କ ପ୍ରତି ବିପଦ ସୃଷ୍ଟି କରିଛି ବୋଲି କହିଛନ୍ତି ସ୍ଥାନୀୟ ବଳଭଦ୍ରପାଟଣା ଗ୍ରାମବାସୀ l ଏଥିସହିତ ଏହି କାର୍ଯ୍ୟ କୁ ଯଦି ବନ୍ଦ କରାନଯାଏ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ପୁରୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ବଳଭଦ୍ରପାଟଣା ଗ୍ରାମବାସୀ ଓ ମହିଳା ଗ୍ରୁପ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)