March 13, 2026

ମା ମାଝି ଗୌରୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

IMG-20230302-WA0016
Share

ମା ମାଝି ଗୌରୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ରାୟଗଡ଼ା ଜିଲ୍ଲା କୋଲନରା ଗ୍ରାମରେ ମା ମାଝି ଗୌରୀଙ୍କ ପୁରାତନ ମନ୍ଦିରକୁ ନୂତନ ଭାବେ ଗଠନ କରାଯାଇପ୍ରତିଷ୍ଠା କରାଯାଇଛି। ଉକ୍ତ ମନ୍ଦିରକୁ ଗ୍ରାମ୍ୟ ମନ୍ଦିର ଉନ୍ନୟନ କମିଟି ଓ ସରକାରଙ୍କ ପକ୍ଷରୁ ସାହାଯ୍ୟ ପାଇ ନୂତନ ଭାବେ ଗଠନ କରାଯାଇଛି। ଗତ 26.2.2023 ଠାରୁ ଉକ୍ତ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ଅର୍ଥାତ 2.3.2023 ରେ ପ୍ରତିଷ୍ଠା କାର୍ଯ୍ୟ ସମାପ୍ତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତଙ୍କ ସମାଗମ ହେବାର ଦେଖାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମାପନ କରିବାପାଇଁ ମନ୍ଦିର ପରିଚାଳନ। କମିଟି ପୂର୍ଣ୍ଣ ସହଯୋଗ କରିଥିଲେ। ଗତକାଲି ଦିବାରାତ୍ରୀ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।

କୋଲନରାରୁ ଶ୍ରୀ ବିନୋଦ ଚନ୍ଦ୍ର ରଣାଙ୍କ ରିପୋର୍ଟ ଉପାନ୍ତ ଓଡ଼ିଶା।