October 2, 2026
ajiro khabar
Share

 

 

୧-ଭୁବନେଶ୍ୱର:ଭାରତୀୟ ବିଶ୍ୱବିଦ୍ୟାଳୟ ରାଙ୍କିଂରେ କିଟ୍‌ ହାସଲ କଲା ଚତୁର୍ଥ ସ୍ଥାନ, ପୂର୍ବ ଭାରତରେ ପ୍ରଥମ।

 

୨-ଭୁବନେଶ୍ୱର:ଓଡ଼ିଶାରେ ସେଣ୍ଟ୍ରାଫୋର୍ଜ ଏଆଇ ଲିମିଟେଡର ୨୨,୬୩୪ କୋଟି ଟଙ୍କାର ପୁଞ୍ଜିନିବେଶକୁ ମଞ୍ଜୁରି।

 

୩-ଓଡ଼ିଶା ବନ୍ଦରେ ସବୁ ଖୋଲା, ଚକୋଲେଟ୍ ଦେଇ ସମର୍ଥନ କରିବାକୁ ସଂଗଠନର ନିବେଦନ।

 

୪-ଅକ୍ଟୋବରରେ ଟାଇଁ ଟାଇଁ ଖରା, ତାପମାତ୍ରା ୩୪-୩୫ ଡିଗ୍ରୀ ରହୁଛି, ବର୍ଷାର ସମ୍ଭାବନା ବେଶୀ ନାହିଁ।

 

୫-ରାଜସ୍ୱ ମନ୍ତ୍ରୀଙ୍କୁ ବଡ଼ ଘୋଷଣା ; କ୍ଷୟକ୍ଷତିର ଆକଳନ ଚାଲିଛି, ଦୁର୍ଗାପୂଜା ପୂର୍ବରୁ ମିଳିବ ବନ୍ୟା କ୍ଷତିପୂରଣ।

 

୬-ଅକ୍ଟୋବର ୨ରୁ ବିଜେଡିର ମାସେବ୍ୟାପୀ ଜନସମ୍ପର୍କ ପଦଯାତ୍ରା, ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଘରକୁ ଘର ଯିବ ଦଳ।

 

୭-ଆସନ୍ତା ୩ ତାରିଖରୁ ଶକ୍ତିପୀଠରେ ଆରମ୍ଭ ହେବ ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା।

 

୮-ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନେବେ ସ୍ଵେଚ୍ଛାକୃତ ଅବସର; ବ୍ୟକ୍ତିଗତ ଓ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କଲେ ଆବେଦନ।

 

୯-ସୁନା ଚେନ୍ ଲୁଟେରାଙ୍କୁ ଧରିବାକୁ ବଡ଼ ପ୍ଲାନ୍; ଦଶହରାରେ ସାଦା ପୋଷାକରେ ବୁଲିବ ପୁଲିସ।

 

୧୦-ଅକ୍ଟୋବର ୨ ରୁ ୮ ପର୍ଯ୍ୟନ୍ତ ଗଣତନ୍ତ୍ର ବଞ୍ଚାଅ ଅଭିଯାନ; ନିର୍ବାଚନ କମିଶନଙ୍କ ବିରୋଧରେ ୫ଟି ବଡ଼ ରାଲି ଘୋଷଣା।

 

୧୧-ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମାମଲାରେ ଟ୍ୱିଷ୍ଟ; ସୁପ୍ରିମକୋର୍ଟରେ ବିଦ୍ୟାଭାରତୀଙ୍କ ପିଟିସନ୍‌ ଖାରଜ, ଅଭିଯୁକ୍ତ ମନ୍ମଥ କୁମ୍ଭ ଗିରଫ।

 

୧୨-ଓରାଙ୍ଗଉଟାନଙ୍କୁ ସୁହାଉଛି ଓଡ଼ିଶା ଜଳବାୟୁ, ବଢ଼ୁଛି ଓଜନ ସହ ସୁଧୁରୁଛି ସ୍ୱାସ୍ଥ୍ୟ।

 

୧୩-ଖିଚିଂରେ ବଦଳିବ ମା’ କିଚକେଶ୍ୱରୀ ମନ୍ଦିରର ଚିତ୍ର; ବିକାଶ ପାଇଁ ମଞ୍ଜୁର ୪୪.୯୧ କୋଟି।

 

୧୪-ରାଜନଗର: ୫ଦିନ ବିତିଥିଲେବି ଶୁଭଶ୍ରୀଙ୍କ ମୃତ୍ୟୁର ଖିଅ ପାଉନି ପୋଲିସ, ୮ ଜଣଙ୍କୁ ଅଟକ ରଖି ଚାଲିଛି ପଚରାଉଚରା।

 

୧୫-ମୟୂରଭଞ୍ଜ, ଚାନ୍ଦୁଆରେ ବିଚିତ୍ର ଘଟଣା:କୁକୁଡ଼ା ଦେଲେ ହିଁ ଉଠିବ କୋକେଇ, ଶବ ସାମ୍ନାରେ ଚାଲିଲା ମୂଲଚାଲ।

 

୧୬-ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ; ହୁ ହୁ ହୋଇ ଜଳିଗଲା ବାଇକ୍ ସୋ’ରୁମ୍‌, ୮ ଇଭି ସମେତ ଅନେକ ଗାଡ଼ି ନଷ୍ଟ।

 

୧୭-ଚଳିତ ମୌସୁମୀ ଋତୁରେ ରାଜ୍ୟରେ ସ୍ବାଭାବିକ ଠାରୁ ୨୯ ପ୍ରତିଶତ ଅଧିକ ବର୍ଷା, ବାଲେଶ୍ୱର ଓ ବୌଦ୍ଧ ଆଗରେ।

 

୧୮-ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜ୍‌: ଗୌହାଟୀରେ ଭାରତର ବଡ଼ ବିଜୟ, ଗିଲ୍‌ଙ୍କ ଦ୍ୱିଶତକ।

 

୧୯-୩,୦୦୦ କୋଟି ଟଙ୍କାର ଡ୍ରଗ୍ସ ସହିତ ୫ ପାକିସ୍ତାନୀ ଗିରଫ: ଯାଉଥିଲେ ମୁମ୍ବାଇ।

 

୨୦-ଫ୍ଲାଏଦୁବାଇ ବିମାନରେ ଆକ୍ରମଣର ଶିକାର ପାଇଲଟ୍ ଭାରତୀୟ, ନିଜ ରକ୍ତ ବୁହାଇ ବଞ୍ଚାଇଲେ ୧୮୦ ଜୀବନ।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏

You may have missed