August 2, 2026

ସାଂସଦ ଙ୍କ ଦ୍ୱାର ବନ୍ୟାବିପନ୍ନ ପରିବାର କୁ ସହାୟତା

IMG-20260801-WA0042
Share

 

 

 

ନୀଳଗିରି ( ଦେବାଶିଷ ଦାଶ )

 

 

ନୀଳଗିରି ଗତ ୨୭-୦୭-୨୦୨୬ ଜୁଲାଇ ଚଳିତ ମାସରେ ଲଘୁଚାପ ଜନିତ ବର୍ଷାରେ,କୃତିମ ବନ୍ୟା ସୃଷ୍ଟି ହେବା ଦ୍ୱାର ଶ୍ୟାମସୁନ୍ଦର ପୁର ପଂଚାୟତ ଜୁରିଆପାଟଣା ଗ୍ରାମରେ ବନ୍ୟାରେ ଅତ୍ୟଧିକ କ୍ଷେତିଗ୍ରସ୍ତ ହୋଇଥିବା ପରିବାର ବର୍ଗଙ୍କୁ ଖବର ପାଇ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗି ବେସ୍ତତା କାରଣ ରୁ ଉପସ୍ଥିତ ନଥିଲେ ବି ବେକ୍ତିଗତ ସଚିବ ଚନ୍ଦ୍ରବିନ୍ଦୁ ଦାଶ ଙ୍କ ଦ୍ୱାର ବିଜେପି ପଂଚାୟତ ସଭାପତି ମାନସ ରଞ୍ଜନ ପୁଷ୍ଟି,ଓ ବରିଷ୍ଠ ବିଜେପି ନେତା ମାନସ ରଞ୍ଜନ ଦଳେଇ,ବିମଳ କୁମାର ଦଳେଇ ଙ୍କ ଶହ ଅନ୍ୟମାନେ ଉପସ୍ଥିତ ରହି ବନ୍ୟାରେ ବିପନ୍ନ ପରିବାର ବର୍ଗଙ୍କୁ ବର୍ତମାନ ପାଇଁ ତମ୍ବୁ ପ୍ରଦାନ କରିବା ଶହ,ତୁରନ୍ତ ସେମାନଂକର କ୍ଷେତିଗ୍ରସ୍ତ ହୋଇଥିବା ଗୁଡିକ ପ୍ରଶାସନ ଦୃଷ୍ଟିକୁ ଆଣି ଆବଶ୍ୟକ ମୁତାବକ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଶ୍ରୀ ଷଡ଼ଙ୍ଗି କହିଥିଲେ,