August 2, 2026

ବନ୍ୟାବିପନ୍ନ ପରିବାର ଙ୍କୁ ଆରାଇ ବୁଲି ଦେଖିଲେ,,

IMG-20260801-WA0041
Share

 

 

 

ନୀଳଗିରି ( ଦେବାଶିଷ ଦାଶ )

 

 

ନୀଳଗିରି ଚଳିତ ଲଘୁଚାପ ଜନିତ ବର୍ଷାରେ କୃତିମ ବନ୍ୟା ସୃଷ୍ଟି ହେବା ଦ୍ୱାର, ଶ୍ୟାମସୁନ୍ଦର ପୁର ପଂଚାୟତ ଜୁରିଆପାଟଣା ଗ୍ରାମରେ,ଡ୍ରେନେଜ ର ନାହିଁ ନଥିବା ପରିସ୍ଥିତି ଉପଜିଥିବା ଯୋଗୁଁ, ୨୦ ଉର୍ଦ୍ଧ ପରିବାର ଜଳମଗ୍ନ ହୋଇଥିଲା , ଅଭିଯୋଗ କ୍ରମେ ସନ୍ତରାଗଡିଆ ରାଜ୍ୱସ ନିରକ୍ଷକ ଅଧିକାରୀ ଅଜୟ ନାୟକ ଓ ତାଙ୍କ ଅନ୍ୟ କର୍ମଚାରୀ ଜୁରିଆପାଟଣା ଗ୍ରାମରେ ବନ୍ୟା ବିପନ୍ନ ପରିବାର ପାଖରେ ପହଂଚି, ତଦନ୍ତ କରି ରିପୋର୍ଟ ନେଇଛନ୍ତି,, ଏବଂ ବନ୍ୟା ବିପନ୍ନ ପରିବାର ଙ୍କ ପାଖରେ ସରକାରୀ ସହାୟତା ମିଳିବ ଲାଗି ଉପରସ୍ତ ଅଧିକାରୀ ଙ୍କୁ ଜଣାଇବେ ବୋଲି କହିଛନ୍ତି,