September 21, 2024

ଗଞ୍ଜାମ ଏନ. ଏ. ସି ରୁ ମୋରମ ଚୋରି ଚାଲାଣ ଅଭିଯୋଗ ଖଣ୍ଡନ କଲେ ଇ. ଓ

Share

ଗଞ୍ଜାମ ଏନ. ଏ. ସି ରୁ ମୋରମ ଚୋରି ଚାଲାଣ ଅଭିଯୋଗ ଖଣ୍ଡନ କଲେ ଇ. ଓ
====================
ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଏନ. ଏ. ସି. ପୁରୁଣା 5ମ ଜାତୀୟ ରାଜପଥ ଦମଦାର ପୁର ରାସ୍ତା କଡ଼ରୁ ଲକ୍ଷ ଧିକ ଟଙ୍କା ର ମୋରମ ଚୋରି ଅଭିଯୋଗ ହେଇଥିଲା l ଅଭିଯୋଗ ନେଇ ଗଞ୍ଜାମ ଏନ. ଏ. ସି କାର୍ଯ୍ୟନିବ୍ରାହୀ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲୁ ସେ କହିଥିଲେ ଏ ମିଥ୍ୟା ଓ ଭିତ୍ତିହୀନ
ସୂଚନା ଯୋଗ ଗଞ୍ଜାମ ଏନ. ଏ. ସି. ମୁଖ୍ୟ ରାସ୍ତା କୁ ସ୍ମାର୍ଟ ରାସ୍ତା ରେ ପରିଣତ କରିବାପାଇଁ ଉଭୟ ପାଶ୍ୱରୁଏକ ମିଟର ଚାଉଡା 6ରୁ 7ଇଞ୍ଚ ଗଭୀର ଖୋଲା ଯାଇ ସେଥିରେ ବାଲି, ମେଟାଲ, ପଥର ଗୁଣ୍ଡ ମିଶାଇ ପକାଯିବ ତାରି ଉପରେ ଫେବାରବ୍ଲକ ପକାଜିବାର ଅଛି ସେଥିପାଇଁ ରାସ୍ତା କଡ଼ରୁ ମୋରମ 8ରୁ 10ଟ୍ରିପ ବାହାର କରାଯାଇଛି l ମୋରମ ନବହାର କରାଯିବ ରାସ୍ତା ଉପରେ ବ୍ଲକ ଗୁଡିକ ବସିଲେ ବର୍ଷା ଦିନେ ପାଣି ନିଷ୍କାସନ ହୋଇପାରିବ ନାହିଁ ରାସ୍ତା ଅସୁନ୍ଦର ହେବ ମୁଖ୍ୟ ରାସ୍ତା ଜଳ ମଗ୍ନ ହେଇ ରାସ୍ତା ନଷ୍ଟ ହେଇଯିବ l ମୋରମ ମୋ ଲଭ ଗଞ୍ଜାମ ପଖରେ ପଡିଛି 4ଟ୍ରିପ 3ନମ୍ବର ୱାର୍ଡ ରାସ୍ତା କାମ ହୋଇପାରୁ ନାହିଁ ସେଇ ୱାର୍ଡର ଲେକଙ୍କ ଅଭିଯୋଗ ବର୍ଷା ଦିନ ଆଗକୁ ଆସୁଛି ବର୍ଷା ହେଲେ ଆମ ରାସ୍ତା ରେ ଆଣ୍ଠୁଏ ଆଣ୍ଠୁଏ ପାଣି ଯିବାପାଇଁ ଅସୁବିଧା ହେଉଛି ଶୀଘ୍ର ଏହାର ସମାଧାନ କରିବାପାଇଁ ଅନୁରୋଧ କରିଥିଲେ l ତାଙ୍କରୁ ଅନୁରୋଧ ରଖି 6ଟ୍ରିପ ମୋରମ ପକାଯାଇଛି l ପୁଣି ପକାଇ ଖାଲ ଥିବା ରାସ୍ତା କୁ ସମତଳ କରିଥିଲେ ଯଦି ବର୍ଷା ହୁଅ ତାହେଲେ ଯିବାଆସିବା ରେ ବାଧା ଉପଜିନଥାନ୍ତା ସର୍ବସାଧାରଣ ଯାଇ ଦେଖିପାରିବେ ଗଞ୍ଜାମ ବାସୀଙ୍କୁ ଅନୁରୋଧ ବିକାଶପାଠରେ ଚାଲିଛି ଗଞ୍ଜାମ ସହର କିଛି ଲୋକଙ୍କ କଥାକୁ ବିଶ୍ୱାସ ନକରି ସତ୍ୟତାର ବିଶ୍ୱାସ କରନ୍ତୁ ଯଦି କିଛିବି ଭୁଲ ମୋର ଦେଖନ୍ତି
ମୋତେ ଡାଇରେଟ ଯୋଗାଯୋଗ କରିବାକୁ ଗଞ୍ଜାମ ଏନ. ଏ. ସି. କାଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି l