April 26, 2026
images-300x191-1-150x150-1-150x150-1-150x150-1-150x150
Share

ତାରିଖ ୦୧/୦୩/୨୦୨୩ ବୁଧବାର ।

ତୁର୍କୀରେ ଚମତ୍କାର : ୨୧ ଦିନ ପରେ ଧ୍ବଂସସ୍ତୁପତଳୁ ଜୀବନ୍ତ ଉଦ୍ଧାର ହେଲା ଘୋଡ଼ା ।

ମୁକେଶ ଅମ୍ବାନୀ (ମୁକେଶ ଅମ୍ବାନୀ), ଅମିତାଭ ବଚ୍ଚନ (ଅମିତାଭ ବଚ୍ଚନ) ଏବଂ ଧର୍ମେନ୍ଦ୍ର (ଧର୍ମେନ୍ଦ୍ର)ଙ୍କ ଘରକୁ ବୋମା ଦ୍ବାରା ଉଡ଼ାଇଦିଆଯିବ ବୋଲି ମହାରାଷ୍ଟ୍ରର ନାଗପୁର ପୁଲିସକୁ ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଛି।

ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି) ଦାୟିତ୍ବ ମିଳିଛି।
ପ୍ରାକୃତିକ ନଥିଲା କରୋନା ଭାଇରସ୍, ଏହା ଜୈବିକ ଯୁଦ୍ଧର ଏକ ଷଡଯନ୍ତ୍ର ଥିଲା: ଶ୍ରୀ ଶ୍ରୀ ରବିଶଙ୍କର ।

୩୮୭ ଜିଲ୍ଲାରେ ଲାଗିଲାଣି ୫ଜି ଟାଓ୍ବାର, ୨୦୨୪ ସୁଦ୍ଧା ପୂରା ଦେଶରେ ମିଳିବ ସେବା: ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ମନ୍ତ୍ରୀ ମର୍ଡର ମିଷ୍ଟ୍ରିକୁ ପୂରିଲା ମାସେ ! ତଦନ୍ତର ୩୦ ଦିନ ପରେ ବି ‘ମୋଟିଭ୍’ ଅସ୍ପଷ୍ଟ ।

ନେପାଳର ଶ୍ରୀଲଙ୍କା ଭଳି ଅବସ୍ଥା, ଦହଲ ସରକାରରୁ ଓହରିଲା ସିପିଏନ-ୟୁଏମଏଲ, ଭୂଷୁଡିଲା ଅର୍ଥବ୍ୟବସ୍ଥା

ବିଧାନସଭାରେ ‘ପକ୍କା ଘର’ ହିସାବ: ୨୨ ବର୍ଷରେ ଦିଆଯାଇଛି ପ୍ରାୟ ୪୫ ଲକ୍ଷ ଘର ।

ସଙ୍କଟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ତୋଷଖାନା ଘୋଟାଲା ମାମଲାରେ ଜାମିନିବିହୀନ ଗିରଫ ପରୱାନ ଜାରି ।

ଚନ୍ଦ୍ରଯାନ-୩ ମିଶନ ପାଇଁ ସିଇ-୨୦ ରକେଟ ଇଞ୍ଜିନର ସଫଳ ପରୀକ୍ଷଣ କଲା ଇସ୍ରୋ ।

ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ସହଯୋଗ କରିବେ ଆନ୍ଦୋଳନରତ ଅଧ୍ୟାପକ ।

ଲିଭ୍‌-ଇନ୍‌ ସମ୍ପର୍କର ପଞ୍ଜୀକରଣ ଏବଂ ଏହାକୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି।

‘ପ୍ରଯୁକ୍ତି ଜରିଆରେ ସହଜ ଜୀବନଧାରଣ’: ବଜେଟ୍‌ ପରବର୍ତ୍ତୀ ପଞ୍ଚମ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ।

ଚିନ୍ତା ବଢ଼ାଇଲାଣି ସାମା‌ଜିକ ଗଣମାଧ୍ୟମ: ଘୂରି ବୁଲୁଛି ନକଲି ପ୍ରଶ୍ନପତ୍ର ।

ହଂକଂ: ୯୪୫ ଦିନ ପରେ ମାସ୍କ କଟକଣା ହଟିଲା ।

ବୋର୍ଡ ୱେବ୍‌ସାଇଟ୍‌ରେ ମାଟ୍ରିକ୍ ପରୀକ୍ଷା ସୂଚନା, ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ।

ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଉ ବେଳେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ଘଟଣାରେ ବିଜେପି-ବିଜେଡି କାଦୁଅ ଫିଙ୍ଗାଫିଙ୍ଗି ହୋଇଛନ୍ତି।

ଅମ୍ୱାନୀ ପରିବାରକୁ ଭାରତ ଏବଂ ବିଦେଶରେ ଦିଆଯିବ Z+ ସୁରକ୍ଷା, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ।

ସୁପ୍ରଭାତ ,ଶୁଭ ସକାଳ ।