ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ; ଦୁଇ ଦିବ୍ୟାଙ୍ଗ, ତିନି ସାମ୍ବାଦିକ, 17 ନୁତନ ରକ୍ତଦାତାଙ୍କ ସମେତ 41 ଜଣଙ୍କ ରକ୍ତଦାନ
ବେଲଗୁଣ୍ଠା, ୨୮/୦୩,ଗ୍ରୀଷ୍ମ ପ୍ରବାହ ସହିତ ଭଞ୍ଜନଗର ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଆଜି ସ୍ଵେଚ୍ଛାକୃତ ରକ୍ତଦାନ...