April 29, 2026

ସମାଚାର

ବୁଗୁଡ଼ା ବ୍ଲକ ଆଶାକର୍ମୀ ସଂଘର ବୈଠକ

  ବୁଗୁଡ଼ା : ତା ୨୫/୦୨/୨୩ : ସ୍ଥାନୀୟ ବାଙ୍କେଶ୍ଵରୀ ପୀଠରେ ବୁଗୁଡ଼ା ବ୍ଲକ ଆଶାକର୍ମୀ ସଂଘର ବୈଠକ ସଭାନେତ୍ରୀ ସନ୍ତୋଷିନୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି...

ଡ୍ୟୁଟିରେ ଥାଇ ଟଳି ପଡିଲେ ହୋମଗାର୍ଡ

ବୁଗୁଡ଼ା : ତା ୨୫/୦୨/୨୩ : ବୁଗୁଡ଼ା ଥାନାରେ କାର୍ଯ୍ୟରତ ଥିବା ଜଣେ ହୋମଗାର୍ଡଙ୍କ ଆଜି ମୃତ୍ୟୁ ଘଟିଛି l ମୃତ ହୋମଗାର୍ଡ ହେଲେ ପାଙ୍ଗିଡ଼ି ଗ୍ରାମର...

ବସ୍ ଟ୍ରକ୍ ମୁଁହାଁ ମୁହିଁ ଧକ୍କା

ବସ୍ ଟ୍ରକ୍ ମୁଁହାଁ ମୁହିଁ ଧକ୍କା   ବାରିପଦା: ଶନିବାର ସକାଳ ସମୟରେ ବାରିପଦା ଟାଉନ ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ପାଲବଣି ଠାରେ ସଡକ...

ଭାଲୁ ଆକ୍ରମଣ ରେ 3 ଗୁରୁତର

  ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ତିରିଂ ବ୍ଳକର ରତନସାହି ଗ୍ରାମ ନିକଟସ୍ଥ ଚୁଡିଆ ଜଙ୍ଗଲ ନିକଟରେ ଜଣେ ଛେଳି ଚରାଳି ସମେତ ଦୁଇଜଣଙ୍କୁ ଭାଲୁ...

ଆଜିର ରାଶିଫଳ

*🌹🌼👉ମହାବୀର ପଞ୍ଜିକା👈🌼🌹* *✧═════•❁❀❁•═════✧* *ଅଦ୍ୟ ପ୍ରେବୃଆରୀ ମାସ ୨୬ ତାରିଖ ୨୦୨୩ ମସିହା(ରବିବାର)* *ଶକାବ୍ଦ -୧୯୪୪* *ସମ୍ବତ -୨୦୭୯* *ଦିଲ୍ଲୀସ୍ୱରାଦ୍ଧ-୧୪୩୦* *ସମ୍ବତ୍ସର-ଅନଳ* *ଫାଲଗୁନମାସ-ଶୁକ୍ଳପକ୍ଷ* *ତିଥି- ସପ୍ତମୀ ରାତ୍ରି...

ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ଗୁରୁତର

  ବୁଗୁଡ଼ା : ତା ୨୫/୦୨/୨୩ : ବୁଗୁଡ଼ା -ପୋଲସରା ରାସ୍ତାର ଗୋଲିଆ ଗାଁ ନିକଟସ୍ଥ ମୋହିଦଣ୍ଡା ଠାରେ ଟ୍ରକ ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା...

ରାମନାଗୁଡାରେ ବସଷ୍ଟାଣ୍ଡ ନିର୍ମାଣ ନେଇ ଜାଗା ଚିହ୍ନଟ କଲା ଓଏଏସଆରଟିସି ଟିମ୍

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡାବ୍ଲକରେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଏକ ପ୍ରତନିଧି ମଣ୍ଡଳୀ ରାମନାଗୁଡା ବ୍ଲକ ଗ୍ରସ୍ତ କରି ଓଏଏସଆରଟିସି ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ...

ଆନ୍ଦ୍ର-ଓଡିଶା ସୀମା ବିବାଦ ପୋଖରୀ ଖନନ କାର୍ଯ୍ୟ ବନ୍ଦ କଲା ପ୍ରଶାସନ 

  ରାମନାଗୁଡା , ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସୁଲୁଡି ମୌଜା ଅଧିନସ୍ଥ ଲାଉଗୁଡା ଠାରେ ଆନ୍ଧ୍ର ସରକାର ପକ୍ଷରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ...

ପୋଖରୀରେ ବୁଡି ହାସ୍ୟ କଳାକାରଙ୍କ ଦେହାନ୍ତ, ସ୍ଥାନୀୟ ଅଂଚଳରେ ଶୋକ !

ମାହାଙ୍ଗା _କଟକ ଜିଲ୍ଲା ମାହାଙ୍ଗା ଥାନା ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚାଳର କୁହୁଣ୍ଡା ପଞ୍ଚାୟତ ଅମିନାବାଦ ଗାଁ'ରେ ଘଟିଛି ଅଭାବନୀୟ ଘଟଣା l କୁହୁଣ୍ଡା ଗାଁ'ର ଶନିଶ୍ଚର ମନ୍ଦିର...

କେନ୍ଦୁଝରରେହେବ କଫି ଚାଷ

  କେନ୍ଦୁଝରକାର୍ଯ୍ୟାଳୟ,୨୪ା୨(ନି.ପ୍ର): ଓଡ଼ଶିା କଫି ମିଶନରେ କେନ୍ଦୁଝର ଜିଲାକୁ ସାମିଲ କରାଯାଇଛି। ଏବେ ରାଜ୍ୟର ୬ଟି ଜିଲାରେ କଫି ଚାଷ କରାଯିବ। ପର୍ବ ୂ ରୁ କୋରାପଟ,କ...