ନବରଙ୍ଗପୁର ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଜିଲ୍ଲା ସ୍ତରୀୟ ସେମିନାର ଏଫ୍ ଏଲ୍ ଏନ୍ ଇନ୍ କନେକ୍ଟ ଅଫ ଏନ ଇ ପି -୨୦୨୦ ବିଷୟରେ ଅନୁଷ୍ଠିତ ହେଇ ଯାଇଛି………
ନବରଙ୍ଗପୁର :-(ଏମ୍.ଦିନା°ଶୁ ଆଚାରୀ) ଏହି ସେମିନାର ରେ ଅନୁଷ୍ଠାନ ର ଅଧକ୍ଷ ଶ୍ରୀ ଅରବିନ୍ଦ ମଢେଇ ଅଧକ୍ଷତା କରିଥିଲେ ଜିଲ୍ଲା ର ଶିକ୍ଷା ଅଧିକାରୀ...