May 14, 2025

ସମାଚାର

ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ସରକାର ବରଦାସ୍ତ କରିବେନି ଜନତା

ଖୋର୍ଦ୍ଧା(ପ୍ରିୟଙ୍କା ମହାପାତ୍ର)ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ତାଙ୍କର ଜନ୍ମଦିବସ କୁ ଦୀର୍ଘ ଦିନ ଧରି ପଞ୍ଚାୟତରାଜ ଦିବସ ରୂପେ ପାଳିତ ହୋଇ ଆସୁଥିଲା। କିନ୍ତୁ...

ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳନ..

ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳନ |ପ୍ରବାଦ ପୁରୁଷ, ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜନ୍ମଜୟନ୍ତୀ...

ବିଦ୍ୟୁତ ଉପଭୋକ୍ତା ସଂଘ ବୈଠକ: ବର୍ଷ ବର୍ଷ ଧରି ସଜଡା ଯାଉନି ଟ୍ରାନଫର୍ମର, ବିଜୁଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଉପଭୋକ୍ତା

ସମ୍ବଲପୁର, ୦୬. ୦୩ : ବର୍ଷ ବର୍ଷ ଧରି ସଜଡା ଯାଉନି ଟ୍ରାନଫର୍ମର, ବିଜୁଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଉପଭୋକ୍ତା ଏଭଳି ଅଭିଯୋଗ ନେଇ ଗର୍ଜିଛନ୍ତି ପଧାନପାଲି...

ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ : ପ୍ରଥମ ଦିନରେ ଦୁଇଟି ପଦବୀରେ ନାମାଙ୍କନ ଦାଖଲ….

    ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଦୌରା ଜଜ ଅଦାଲତ ପରିସରରେ ଜିଲ୍ଲା ଆଇନଜୀବୀ ସଂଘ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ୫ ରୁ...

ଉମରକୋଟ ସହର ସ୍ଥିତ ଶିଶୁ ଉଦ୍ୟାନ ରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଠାରେ ୧୦୯ ତମ ଜନ୍ମ ଜୟନ୍ତୀ ପାଳନ…..

  ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ରାଜ୍ୟର କଣେ ଅନୁକୋଣରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଦିବସ ପାଳନ କରୁଥିବା ବେଳେ ଆଜି ବିଭିନ୍ନ ଶିକ୍ଷାନୁଷ୍ଠାନ...

ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ୨ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ “ଉଦ୍ଭାବନ ଏବଂ ବ୍ୟବସାୟ ସ୍ଥିରତା” ବିଷୟରେ ୨ ଦିନିଆ (୩-୪ ମାର୍ଚ୍ଚ ୨୦୨୫) ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି...

ସମ୍ବଲପୁର ବିଶ୍ୱବିଦ୍ୟାଳୟ ତଥ୍ୟପ୍ରଯୁକ୍ତି ପ୍ରତିଷ୍ଠାନ ର ସ୍ଥାପନା ଦିବସ:୭୦ ଜଣ ଛାତ୍ର ଛାତ୍ରୀ କଲେ ରକ୍ତଦାନ 

  ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ତଥ୍ୟପ୍ରଯୁକ୍ତି ପ୍ରତିଷ୍ଠାନ (ସୁଇଟ)ର ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବୁର୍ଲା ମେଡ଼ିକାଲର ରକ୍ତ ର ଆବଶ୍ୟକତାକୁ...

ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ:ବିଜୁବାବୁଙ୍କ ଅଧୁରା ସ୍ୱପ୍ନକୁ ଆମ ସରକାର ପୂରଣ କରିବ–ମୁଖ୍ୟମନ୍ତ୍ରୀ

      ଭୁବନେଶ୍ୱର, (ରାଜାରାମ ଷଡ଼ଙ୍ଗୀ): ବିଜୁବାବୁ ଥିଲେ ଓଡିଶାର ପଥ ପ୍ରଦର୍ଶକ । ବିଜୁ ବାବୁଙ୍କ ପ୍ରତ୍ୟେକଟି ପଦକ୍ଷେପ ଆମକୁ ପ୍ରେରଣା ଦେଉଛି। ଓଡିଶା...

ଝଙ୍କଡ଼ ଶାରଳା ଙ୍କ ପୀଠ ରେ, ଜଗନ୍ନାଥ ମହୋତ୍ସବ ୨୦୨୫ ର ଉଦଘାଟନ କଲେ, ଗଜପତି ଦିବ୍ୟସିଂହ ଦେବ ମହାରାଜ ..

  ଝଙ୍କଡ଼ ତା ୦୫/୦୩/୨୦୨୫   ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ଦ୍ୱାଦଶ ବାର୍ଷିକ, ଜଗନ୍ନାଥ ମହୋତ୍ସବ ୨୦୨୫ ର ଶୁଭ ଉଦଘାଟନ ଉତ୍ସବ...