କଟକ-ପଲାସା ଟ୍ରେନକୁ ସଂପ୍ରସାରଣ ନିମନ୍ତେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଦାବିପତ୍ର ପ୍ରଦାନ ।
ପାରଳାଖେମୁଣ୍ଡି:)କଟକ-ପଲାସା ଟ୍ରେନକୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସଂପ୍ରସାରଣ ନିମନ୍ତେ ପାରଳାଖେମୁଣ୍ଡି ବାର ଏସୋସିଏସନ ଏବଂ ବୁଦ୍ଧିଜୀବୀ ଗଣ ପକ୍ଷରୁ କେନ୍ଦ୍ର ରେଳଚଳାଚଳ...
