ଅନୁଗୁଳ ମଦ ବ୍ୟବସାୟୀଙ୍କ ଲିଙ୍କରେ ପାରଳାଖେମୁଣ୍ଡି ଦୁଇ ମଦ ବ୍ୟବସାୟୀ ଙ୍କ ଘରେ ଆୟକର ବିଭାଗର ଚଢଉ ତଦନ୍ତ ସାରି ଫେରିଲେ ଅଧିକାରୀ
ପାରଳାଖେମୁଣ୍ଡି:୨୪/୩(ଗରୁଡ ଧ୍ୱଜ ଚୌଧୁରୀ)ଅନୁଗୁଳ ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଲିଙ୍କ୍ରେ ପାରଳାଖେମୁଣ୍ଡି ଠାରେ ଆୟକର ବିଭାଗର ସ୍ବତନ୍ତ୍ର ଟିମ୍ ଚଢ଼ଉ ଓ ତଦନ୍ତ ଗତକାଲି ରାତ୍ରରେ ଶେଷ...