ଆର ଉଦୟଗିରି ବ୍ଳକ ଅନ୍ତର୍ଗତ ବେତାର ସିଂ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ଜେନେରେଟର୍ ଧୂଆଁ ହେଲା କାଳ: ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି:୧୮/୦୨(ଗରୁଡ଼ ଧ୍ଵଜ ଚୌଧୁରୀ)ମହାଶିବରାତ୍ରି ଭଳି ଗୋଟିଏ ଖୁସିର ପର୍ବରେ ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକର ବେତାର ସିଂ ଗ୍ରାମରେ...
