ଯୁବ ସାମ୍ବାଦିକ ତଥା ସୋରଡ଼ା ନିର୍ବାଚନ ମଣ୍ଡଳୀ ପୁର୍ବତନ ଯୁବ କଂଗ୍ରେସ ସଭାପତି ଜଗନ୍ନାଥଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ କଲେ ପରିବାର ବର୍ଗ ।
ବେଲଗୁଣ୍ଠା 4,12,2023-ବେଲଗୁଣ୍ଠା ବ୍ଳକ ଗାଙ୍ଗପୁର ଥାନା ଅର୍ନ୍ତଗତ ଖଇରପୁଟୀ ଗ୍ରାମର ଭରତପୁର ସାହିରମୂଳ ବାସିନ୍ଦା,ଯୁବ ସାମ୍ବାଦିକ, ସୋରଡ଼ା ନିର୍ବାଚନ ମଣ୍ଡଳୀ ପୁର୍ବତନ ଯୁବ କଂଗ୍ରେସ ସଭାପତି ତଥା...
