କାଶୀନଗର ବ୍ଲକରେ ପୋଲିସ, ଅବକାରୀ ଏବଂ ମଦମାଫିଆ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା: କେ.ସୀତପୁର ଗ୍ରାମରେ ଚୋରାରେ ବିକ୍ରିପାଇଁ ରଖିଥବା ବ୍ୟାପକ ଚୋରା ବିଦେଶୀ ମଦ ଜବତ ଓ ଥାନାରେ ୩ଅଟକ
ପାରଳାଖେମୁଣ୍ଡି:୧୬/୩(ଗରୁଡ଼ ଧ୍ଵଜ ଚୌଧୁରୀ) ପୋଲିସ, ଅବକାରୀ ଏବଂ ମଦ ମାଫିଆଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁ ଗଜପତି ଜିଲ୍ଲାର କାଶୀନଗର ବ୍ଲକ କାଶୀନଗର, ହାଡୁଭାଙ୍ଗି, କେ...