October 11, 2026

ଅତାବିରା ରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିର୍ଦ୍ଦାରଣ ଓ ଉପକରଣ ବଣ୍ଚନ ଶିବିର

IMG-20261011-WA0056
Share

 

ବରଗଡ,ତା ୧୧/୧୦(ସୁରେନ୍ଦ୍ର କଠାର)

ବରଗଡ ଜିଲା ଅତାବିରା ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିର୍ଦ୍ଦାରଣ ଓ ଉପକରଣ ଶିବିର ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ଏବିଇଓ ମୁକେଶ ଚନ୍ଦ୍ର ଭୋଇ ଯୋଗଦେଇଥିବା ବେଳେ ବିକ୍ରମ ମହାରଣା ଓ ସୁରଜ ମାଝି ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିର୍ଦ୍ଦାରଣ କରିଥିଲେ |ସର୍ବମୋଟ ୮୦ ଜଣ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ |୫୨ ଜଣକୁ ଉପକରଣ ବଣ୍ଟନ କରାଯାଇଥିଲା |ଏହି କାର୍ସ୍ୟକ୍ରମ ପରିଚାଳନା କରିଥିଲେ ବିଆରପି ବଳରାମ ନାଗ,ସାଇସୁଧା ପାଢୀ,ଆଇ.ଇଭି ଲଷ୍ମୀନାରାୟଣ ପାତ୍ର,ସାନ୍ତନୁ ଧରୁଆ,ରୋଜି ବାରିକ,ମିନା କାଣ୍ଡି,ସିଆରସିସି କୃତାର୍ଥ ଭୋଇ ଓ ରାଜୀବ ବିଶ୍ବାଲ |

You may have missed