ଓଡିଶା ବନ୍ଦର ପ୍ରଭାବ,କୋଷଗୁମୁଡା ବ୍ଲକ ଠାରେ ଶାନ୍ତିପୂର୍ବକ ବଭାବେ ଦେଖିବାକୁ ମିଳିଥିଲା

କୋଷଗୁମୁଡା 8,10,2026,(ଦାୟlରାମ ପନକା )ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା, ମଝିଧନୁଆ ପଞ୍ଚାୟତ ଠାରେ ବହୁସୂରଖୁର ଭାବରେ ଜନସାଧାରଣ, ସ୍କୁଲ, ଦୋକାନ, ସମ୍ପୂର୍ଣ ବନ୍ଦକରିଥିବାର ଚିତ୍ର ଦେଖିବାକୁ ମିଳିଥିଲା,ଏହା ଏକ ଛତିଶଗଡ଼ ସୀମାନ୍ତ ଉପାନ୍ତ ଆଦିବାସୀ ଅଞ୍ଚଳ ଯାହାକି କି ସବୁ ଜୀବନ ଜୀବିକା ଛତିଶଗଡ଼ ଉପରେ ନିର୍ଭର କରିଥହାଏ, ଲୋକଙ୍କ ପଚାରି ବୁଝିବା ଅନୁସାରେ ପିଲାଙ୍କ ଭବିଷତ, ଓଡ଼ିଶାସି ଙ୍କ ସୁରକ୍ଷା କୁ ଆଖି ଆଗରେ ରଖିବାଏହି ବନ୍ଦ ପାଳନକୁ ସଂମାନର ସହ ଗ୍ରହଣ କରିବା କହିଥିବା ଜଣାଯାଇଥିଲା, ସରପଞ୍ଚ, ସାନିତୀସବ୍ୟ, ୱାର୍ଡ ସଭ୍ୟ, ଆଉ ଅନେକ ଗ୍ରାମବାସୀ ମିଶି ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ପ୍ରଥମିକ,ବିଦ୍ୟାଳୟ, ଠାରୁ, ଅଙ୍ଗନବାଡି,ଉଚ୍ଚାବିଦ୍ୟାଳୟ ସବୁ ସରକରି ବେସରକାରୀ କର୍ମ କର୍ତା ସହଯୋଗର ହାତ ବଡେଇ ଥିବାର ଦେଖିବାକୁ ମିଳିଥିଲା l
