RWSS ବିଭାଗ ଦ୍ଵାରା ଜଳ ସଚେତନତା କାର୍ଯ୍ୟକ୍ରମ
ବେଗୁନିଆ ବ୍ଳକ( ଉପାନ୍ତ ଖବର ମାନସ ରଞନ କର) ରାଧାକାନ୍ତ ପୁର ପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗ୍ରାମରେ ଜଳକୁ ନଷ୍ଟ ନକରି କିପରି ଭାବରେ ବ୍ୟବହାର କରିବା ସେ ବିଷୟରେ ବୁଝାଇଥିଲେ କାରଣ ଜଳ ହେଉଛି ଜିବନ RWSSରJE ଅନୁରାଧା ବେହେରା,ୟୂନିଟ ଇଞ୍ଜିନିୟର ଅମର ଜ୍ୟୋତି ମହାନ୍ତିJMCର ଇଞ୍ଜିନିୟର ଅଭୟ ବେହେରା ଉପସ୍ଥିତ ରହି ସମସ୍ତ ଭାଇ ଭଉଣିମାନଙ୍କୁ ଜଳରଉପକାରିତା ବିଷୟରେ ବୁଝାଇ ସପଥ ପାଠ କରାଇ କାର୍ଯ୍ୟକ୍ରର୍ମ କୁ ଶେଷ କରିଥିଲେ
