September 27, 2026
ajiro khabar
Share

 

 

୧-ଓଡ଼ିଶାରେ ନିଯୁକ୍ତିର ବଡ଼ ଲହର: ୨ ବର୍ଷ ୩ ମାସରେ ହେଲା ୧୭ଟି ନିଯୁକ୍ତି ମେଳା, ୧ ଲକ୍ଷ ୧୮ ହଜାରରୁ ଅଧିକଙ୍କୁ ମିଳିଲା ଚାକିରି।

 

୨-ଆଜି ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖିବେ ମୋହନ ମାଝୀ।ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ପରିଦର୍ଶନ କରିବେ।

 

୩-ସମ୍ବଲପୁରରେ ଉତ୍ତରାଞ୍ଚଳ ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ,ଓଡ଼ିଶା ସମ୍ପୂର୍ଣ୍ଣ ମାଓମୁକ୍ତ: ଡିଜିପି ବିନୟତୋଷ ମିଶ୍ର।

 

୪-ୟୁପିଆଇ ଟ୍ରାଞ୍ଜକସନ୍ ଫି ବନ୍ଦ କର, ନଚେତ୍ ଅକ୍ଟୋବର ୨ରେ ‘ନୋ କ୍ୟୁଆର୍ ଡେ’! ଓଡ଼ିଶା ବ୍ୟବସାୟୀ କରିବେ ବଡ଼ ପ୍ରତିବାଦ।

 

୫-ହୀରାକୁଦ:ଉପର ମୁଣ୍ଡରୁ ଅତ୍ୟଧିକ ବନ୍ୟା ଜଳ ଆସିବା ଫଳରେ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।

 

୬-ପୁରୀ:ଶ୍ରୀଜୀଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍‌; ୩୦ ତାରିଖରୁ ଖୋଲିବ ଗୁଣ୍ଡିଚା ମନ୍ଦିର।

 

୭-ବଢ଼ିଲା ଅଙ୍ଗନବାଡ଼ି କର୍ମଚାରୀଙ୍କ ଶାଢ଼ୀ ଭର୍ତ୍ତା,୧୧୦ ଟଙ୍କା ବୃଦ୍ଧି ଘୋଷଣା କଲେ ଉପମୁଖ୍ଯମନ୍ତ୍ରୀ।

 

୮-ଆଜିଠୁ ଖଣ୍ଡଗିରି – ଉଦୟଗିରିରେ ଆଲୋକ ଓ ଶବ୍ଦ ପ୍ରଦର୍ଶନୀ।

 

୯-ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ଟଙ୍କାର ନିବେଶ ଯୋଜନା, ଆଗାମୀ ଦିନରେ କମିବ ଆଲୁମିନିୟମ ଉପରେ ନିର୍ଭରଶୀଳତା।

 

୧୦-ପାରାଦୀପ,ତାରିଣୀ ଗଡା:ବନ୍ଧୁକ ମୁନରେ ୨୦ ଲକ୍ଷର ସୁନା ଗହଣା ଦୋକାନରୁ ଲୁଟ୍ , ପୋଲିସର ତଦନ୍ତ ଆରମ୍ଭ।

 

୧୧-ପୁରୀ:ଆଜିଠୁ ପିତୃପକ୍ଷ ଆରମ୍ଭ, ଆସନ୍ତା ୧୦ ଶନିବାରେ ପଡ଼ିବ ମହାଳୟା।

 

୧୨-ଭୁବନେଶ୍ୱର:ମହଙ୍ଗା ମାଡ଼ ସହ ଗରିବଙ୍କ ଉପରେ ଦାଉ ସାଧୁଛି ପାଣିପାଗ, ଲଗାଣ ବର୍ଷା ଯୋଗୁଁ ମିଳୁନି କାମ।

 

୧୩-କୋରାପୁଟ,ମାଳିଗୁଡା:ଭୀଷଣ ବର୍ଷା ଓ ପବନରେ ଭୁଶୁଡ଼ିଲା ୧୩୨ କେଭି ଟ୍ରାନ୍ସମିସନ୍ ଟାୱାର।

 

୧୪-ଢେଙ୍କାନାଳରେ ଯୁବକ-ଯୁବତୀଙ୍କୁ ମାଡ଼ ମାରିବା ସହ ଭିଡିଓ ଭାଇରାଲ ଘଟଣା, ଆଉ ୨ ଗିରଫ।

 

୧୫-ଥିରୁଅନନ୍ତପୁରମ:ଭାରତ ଓ ଓ୍ବେଷ୍ଟ ଇଣ୍ଡିଜ୍ ମଧ୍ୟରେ ଆଜି ପ୍ରଥମ ଦିନିକିଆ, ବ୍ୟାଟିଂ କ୍ରମରେ ହୋଇପାରେ ପରୀକ୍ଷା ନିରୀକ୍ଷା।

 

୧୬-୧୨ଦିନର ପୁଜାପରେ ମେଲାଣି ନେଲେ ଗଜାନନ, ବାଦ୍ୟ ନୃତ୍ୟରେ କମ୍ପିଲା ଜଟଣୀ।

 

୧୭-ଦଶହରା ଓ ଦୀପାବଳିରେ ଚାଲିବ ୧୦୨ଟି ସ୍ୱତନ୍ତ୍ର ଟ୍ରେନ୍, ଆଜିଠୁ ବୁକିଂ ଆରମ୍ଭ।

 

୧୮-ଅକ୍ଟୋବର ମାସରେ ଆସୁଛି ଅନେକ ପର୍ବପର୍ବାଣୀ। ଏହି ମାସରେ ୧୧ ଦିନ ବ୍ୟାଙ୍କ ଛୁଟି!

 

୧୯-SIR ଆଦେଶକୁ ନେଇ ବିବାଦ: ସମସ୍ତ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ହୋଇଛି, ସ୍ପଷ୍ଟ କଲା ନିର୍ବାଚନ ଆୟୋଗ।

 

୨୦-ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଛାତ୍ରଙ୍କ ମୈ।ଳିକ ଅଧିକାର:CJIଙ୍କ ବୟାନ।

 

୨୧-ୟୁପି ନିର୍ବାଚନ ସର୍ଭେ: ପୁଣି ଥରେ ଆସିବେ ଯୋଗୀ, ଏକାକୀ ଜିତିବ ବିଜେପି।

 

୨୨-ଇରାନ୍‌ର ହର୍ମୁଜ ଖୋଲିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଡୋନାଲ୍ଡ ଟ୍ରମ୍ପ: କହିଲେ, ‘ଏହି ଚୁକ୍ତି ଗ୍ରହଣଯୋଗ୍ୟ ନୁହେଁ’।