ସଶିବିମ ଖୁଣ୍ଟୁଲିପାଲି ରେ ରକ୍ଷା ବନ୍ଧନ, ଗଙ୍ଗାଧର ମେହେର ଜୟନ୍ତୀ ଓ ଭଗବାନ ବଳରାମ ଙ୍କ ଜନ୍ମ ଦିନ ପାଳନ
ଅତିଥି ପରିଚୟ ପ୍ରଧାନ ଆଚାର୍ଯ୍ୟ ଭୋଜରାଜ ଦୁଆନ, ମୁଖ୍ୟ ଅତିଥି କାଦୋବାହାଲ ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଶ୍ରୀ ଯୁକ୍ତ ମାନଭଞ୍ଜନ ପୁରୋହିତ ଉପସ୍ଥିତ ରହି ରକ୍ଷା ବନ୍ଧନ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପରିଚାଳନା କମିଟି ର ସଭାପତି ଶ୍ରୀ ଯୁକ୍ତ ସୁରେନ୍ଦ୍ର କୁମାର ଦାଶ, କୋଷାଧ୍ୟକ୍ଷ ଗଜାନନ ବନଛୋର, ଉପସଭାପତି ପ୍ରକାଶ ଚନ୍ଦ୍ର ପୁରୋହିତ, ସହ-ସମ୍ପାଦକ ଦାମୋଦର ବେହେରା ଉପସ୍ଥିତ ଥିଲେ। ବିଦ୍ୟାଳୟ ର ବରିଷ୍ଠା ଗୁରୁମା ସାନ୍ତ୍ୱନା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।
