ଉମରକୋଟ ଆମ ଓଡ଼ିଶା ଅଧକ୍ଷ ଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ – ୫୧ ୟୁନିଟ୍ ରକ୍ତ ସଂଗ୍ରହ……..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)
ଆମ ଓଡ଼ିଶା ଅଧକ୍ଷ ଶ୍ରୀ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଜନ୍ମ ଦିନରେ ଆମ ଓଡ଼ିଶା ଓ ପୂଜାରିଗୁଡ଼। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟ ରେ ସୁନାବେଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇଥିଲା। ଶିବିର ରେ ୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇ ଥିଲା। ଜିଲ୍ଲା ପରିଷଦ ଜୋନ୍ ୨ ର ସଦସ୍ୟ। ଛାୟା ବିଶ୍ୱାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିବା ବେଳେ ସମ୍ମାନିତ ଅତିଥି ଭାବେ ସୁନାବେଡ଼ା ସରପଞ୍ଚ ସବିତା ବଞ୍ଜାରା, ପୂଜାରୀଗୁଡ଼। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ପତିତପାବନ ଦ୍ୱିବେଦୀ, ସୁନାବେଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡକ୍ଟର ଶୁଭମ ସୁମିନ ନାୟକ, ଉମରକୋଟ ବ୍ଲଡ ବ୍ୟାଙ୍କ ମୁଖ୍ୟ ଡକ୍ଟର ସବ୍ୟସାଚୀ ଦାସ, ରାଇଘର ପଞ୍ଚାୟତ ସମିତି କଲେଜର ଅର୍ଥନୀତି ବିଭାଗର ବରିଷ୍ଟ ଅଧ୍ୟାପକ ରମେଶ ଚନ୍ଦ୍ର ପଟ୍ଟନାୟକ ଦାସ, ରଞ୍ଜନ ଦାସ, ରମେଶ ପାଢ଼ୀ, ଓ ପ୍ରିୟଙ୍କ। ସିଲ୍ ପ୍ରମୁଖ ଉପସ୍ଥିତ ଥିଲେ। ସୁନାବେଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରି ରମେଶ କୁମାର ପ।ଡ଼ି, ରଞ୍ଜନ କୁମାର ଦାସ, ମିନାକ୍ଷୀ ପାତ୍ର, ଅରୁନିମା ସ୍ୱାଇଁ, ବବିତା ପଟ୍ଟନାୟକ, ସ୍ୱଦେଶ ବାଘ, କୁନିଶ୍ରୀ ଖରା, ବିନୋଦ ମଜୁମଦାର,ପ୍ରବୀଣ ନାୟକ, ସୁବ୍ରତ କୁମାର ପାତ୍ର, ରୁବିନା ତ।ଡିଙ୍ଗି, ହିଲେନ୍ଦ୍ରି ତାଣ୍ଡି, ସ୍ନିଗ୍ଧା ପଣ୍ଡା,ରଶ୍ମିତା ବେହେରା ମକରନ୍ଦ ପ୍ରଧାନ, ମୀନ। କୁମାରୀ ସୁନା, ବାସନ୍ତୀ ପନକ।, ଲଳିତ। ଖୋସଲା, ଯୁନେକ। ଭତ୍ରା, ମୋତ।ଇ ଭତ୍ରା, ଶୁକ୍ରବାରି ଭତ୍ରା, ସ୍ୱପ୍ନ। ମଣ୍ଡଲ, ଜିତୁ ନନ୍ଦ, ଶୁଭମ ବେପାରୀ ଓ ତୁଷାର ନନ୍ଦ ପ୍ରମୁଖ କର୍ମଚାରୀ ସମସ୍ତ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହୋଜଗ କରିଥିଲେ। ଉମରକୋଟ ରକ୍ତ ଭଣ୍ଡାରରୁ ଡକ୍ଟର ସବ୍ୟସାଚୀ ଦାସ, ରାହୁଲ ଦେବ ବାରୋଇ , ସୁଦୀପ୍ତ କୁମାର ବେହେରା ଓ କୈଳାସ ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସହାୟତା କରିଥିଲେ। ରକ୍ତ ଦାତା ଜୀବନ ଦାତା
୧. କୌସିକ ଦାସ ୨. ଦିଲ୍ଲୀପ ଶଙ୍କର
୩. ରବି ସିଂ ଭତ୍ରା, ୪. ସୁଦର୍ଶନ ଜଗତ
୫. କ୍ରିଷ୍ଣା ପୂଜାରୀ ୬. ସନୁ ଗଣ୍ଡ
୭. ନୀଳାମ୍ବର ଜ।ନୀ ୮.ରାଜେନ୍ଦ୍ର
ଜ।ନୀ ୯. ହେମନ୍ତ ପୂଜାରୀ ୧୦. ହଳଧର ପୂଜାରୀ ୧୧. ଡମ୍ବରୁ ଗୌଡ଼ ୧୨. ନବୀନ ପନକ। ୧୩. ଦୀପକ ଢ଼।କି ୧୪. ଯାଦବ ଭତ୍ରା ୧୫. ଦେବ ଭତ୍ରା ୧୬. ମୋହନ ମୂରଲୀ ପନକ। ୧୭. ଲୋକ ନାଥ ଭତ୍ରା, ୧୮.ସୁରେଶ ପନକ। ୧୯. ଗମିର ଗଣ୍ଡ ୨୦. ଗଣେଶ ଗଣ୍ଡ ୨୧.ଶ୍ରୀରାମ ଗଣ୍ଡ, ୨୨. ଜଗନ ଗଣ୍ଡ, ୨୩. ଶ୍ୟାମଲାଲ ବଞ୍ଜାରା ୨୪. ତୁଲାରାମ ମାଝୀ ୨୫. ହରିଶ ଚନ୍ଦ୍ର ପୂଜାରୀ, ୨୬. ଗୁରବ।ରୁ ପୂଜାରୀ ୨୭. ସୋନା ଗଣ୍ଡ ୨୮.ଉପେନ୍ଦ୍ର ଗଣ୍ଡ ୨୯. ବନେସ ଗଣ୍ଡ, ୩୦. ରୂପଧର ଗଣ୍ଡ ୩୧. ପଦମ୍ ଭତ୍ରା, ୩୨. ଘନ ପୂଜାରୀ ୩୩. ପୁସ୍ତମ ସାହୁ, ୩୪. ଗୋବିନ୍ଦ ଭତ୍ରା ୩୫. ଅଙ୍ଗତ ଭତ୍ରା ୩୬. ଦଶରଥ ପୂଜାରୀ ୩୭.ଦୂରସାଇ ଚଲ।ନ ୩୮. ଆଶାରାମ ଭତ୍ରା ୩୯. ଜୟରାମ ଭତ୍ରା ୪୦. ରମେଶ ଭତ୍ରା ୪୧. ଜଗଦିଶ ଭତ୍ରା ୪୨. ପରମେଶ୍ୱର ଭତ୍ରା ୪୩. ଲଳିତ ଭତ୍ରା ୪୪. ଜଗନ୍ନାଥ କୋମାର, ୪୫. ଗଙ୍ଗାଧର ଭତ୍ରା ୪୬. ସନାଧର ଭତ୍ରା ୪୭. ରାମଲାଲ ପୂଜାରୀ ୪୮. ରାନ ସିଂ ପୂଜାରୀ. ୪୯. ରୁପ ସିଂ ଗଣ୍ଡ ୫୦. ଧନୀରାମ ଗଣ୍ଡ ଓ ୫୧. ରୋହିତ ଦାସ ସିଂ ।
