July 23, 2026

ତିନି‌ ଦିନିଆ ମୟୂରଭଞ୍ଜ ଗସ୍ତରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

IMG-20260722-WA0042
Share

 

 

ମୟୂରଭଞ୍ଜ ( ଦେବାଶିଷ ଦାଶ )

 

ରାଜ୍ୟରେ ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ, ସ୍ଵାବଲମ୍ବନ ଏବଂ ମହିଳା ନେତୃତ୍ୱାଧୀନ ବିକାଶକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବାରିପଦାସ୍ଥିତ ଏମ୍.ଏସ୍.ସି.ବି ବିଶ୍ବବିଦ୍ୟାଳୟ କନଭେନସନ ହଲ୍‌ଠାରେ ‘ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି। ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ଥିବା ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଖିଚିଂ ସ୍ଥିତ ମା କିଚେକେଶ୍ବରୀ ମନ୍ଦିର ଦର୍ଶନ କରି ବାରିପଦା ସର୍କିଟ ହାଉସଠାରେ ରାତ୍ରୀଯାପନ କରିବା ପରେ ଆଜି ଏହି ସମ୍ମିଳନୀର ଅଧ୍ୟକ୍ଷତା କରିଥିଲେ.

You may have missed