July 22, 2026

ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଦେବ ଜୀଉ ଙ୍କ ଶତବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ

IMG-20260721-WA0052
Share

ପାରଳାଖେମୁଣ୍ଡି – ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ଠାରେ ହେଉଥିବା ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଜିଉଙ୍କ ସତ ବାର୍ଷିକ ଉତ୍ସବ ଓ ସିଂହାସନ ବିଜେ ମହୋତ୍ସବ ରେ ଆଜି ମାନ୍ୟବର ପାରଳା ବିଧାୟକ ରୂପେସ ପାଣିଗ୍ରାହୀ ଯୋଗଦେଇ ରାଧାଗୋବିନ୍ଦ ଙ୍କ ଅଶ୍ରିବାଦ ନେଇଥିଲେ, ପ୍ରଥମେ ବିଧାୟକ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ଗ୍ରାମ କୁ ସ୍ଵାଗତ କରିଥିଲେ ପରେ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଙ୍କ ସହର ପରିକ୍ରମା ରେ ସାମିଲ ହୋଇଥିଲେ ବିଧାୟକ , କାର୍ଯ୍ୟକ୍ରମ ଶେଷ ରେ କେରାଣ୍ଡି ଓ ଆଖାପାଖି ଆସିଥିବା ଶତାଧିକ ଶ୍ରଦ୍ଧାଳୁ ସହ ମିଶି ପ୍ରସାଦ ସେବନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ବିଧାୟକ, ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ସ୍ଥାନୀୟ ସରପଞ୍ଚ, ସମିତି, ଜିଲ୍ଲାପରିଷଦ ଏସ ବାଲାରାଜୁ ପ୍ରମୁଖ ଉପସ୍ଥିତ ଥିଲେ