July 17, 2026

ଉମରକୋଟ ଠାରେ ଶାନ୍ତି ଶୃଙ୍ଖଳର। ର ସହ ଘୋଷ ଯାତ୍ରା ସମ୍ପନ୍ନ………….

IMG-20260717-WA0055
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ଘୋଷ ଯାତ୍ରା ଶାନ୍ତି ଶୃଙ୍ଖଳା ର ସହ ସମ୍ପନ୍ନ ହେଇଛି। ମନ୍ଦିର ରେ ସମସ୍ତ ରୀତିନୀତି କାର୍ଯ୍ୟ ୧୦/୩୦ ରେ ଆରମ୍ଭ ହେଇ ଥିଲା। ପ୍ରାୟ ୧ ଘଣ୍ଟା ସମୟ ରେ ୩ ଠାକୁର ରଥ ରେ ବିଜେ ହେଇଥିଲେ। ମନ୍ଦିର ର ରାଜ ପୁରୋହିତ ଗୌରହରି ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ।ବଧ।ନ ରେ ସମସ୍ତ ରୀତିନୀତି କାର୍ଯ୍ୟ ବହୁ ପୁରୋହିତ ଙ୍କ ଦ୍ଵାରା କରାଯାଇଥିଲା। ତହସିଲଦାର ତଥା ଦେବଦତ ଅଧିକାରୀ ମେଗବ।ନ ବାଗ ଛେରା ପହରା କରିଥିଲେ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।ତେବେ ଆଜି ଦୀର୍ଘ ଦିନ ପରେ ଆଜି ଉମରକୋଟ ଠାରେ ଭୀଷଣ ବର୍ଷା ହେବ। ଯୋଗୁଁ ରଥ ଟଣ। କାର୍ଯ୍ୟ ବିଳମ୍ବରେ ୩/୩୦ ରେ ଆରମ୍ଭ ହେଇଥିଲା। ପ୍ରଥମେ ଥର ପାଇଁ ବହୁ ସଂଖ୍ୟାରେ ମହିଳା ଓ ଯୁବତୀ ମାନେ ରଥ ଟାଣିଥିଲେ। ସନ୍ଧ୍ୟା ୬ ଟା ସମୟରେ ରଥ ମାଉସୀ ମା ମନ୍ଦିର ରେ ପହଞ୍ଚି ଯାଇଥିଲେ। ଗାୟତ୍ରୀ ପରିବାର ର ସଦସ୍ୟ ମାନେ ରଥ ପଛେ ପଛେ ବଡ ଦାଣ୍ଡକୁ ସଫା କାର୍ଯ୍ୟ କରୁଥିବା ବେଳେ ପ୍ରଫୁଲ୍ଲ କୁମାର ରାଉତ, ଅଶୋକ କୁମାର ପ୍ରଧାନ ଓ ଗୀତ। ଦାସ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ।ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହୋଜଗ ରେ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ରଥ ଟଣ।କାର୍ଯ୍ୟ ସମ୍ପନ୍ନ ହେଇଥିଲା।