
ଗଜପତି ଜିଲ୍ଲାର ସମସ୍ତ ଜନସାଧାରଣ ଙ୍କୁ ପବିତ୍ର ରଥଯାତ୍ରା ଉପଲକ୍ଷେ ଅଭିନନ୍ଦନ ଓ ଶୁବେଚ୍ଛା। ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଅପାର କରୁଣା ରୁ ସମସ୍ତ ଙ୍କ ଜୀବନ ସୁଖମୟ ହେଉ। ଏହା ମୋ ତରଫରୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା ।
ଶ୍ରୀଯୁକ୍ତ ଜଗବନ୍ଧୁ ଦାଶ
ପୂର୍ବତନ ବିଜେଡି ଜିଲ୍ଲା ସଭାପତି ,ଗଜପତି, ଓଡିଶା