July 9, 2026

ଅସ୍ତରଙ୍ଗ ଉପକୁଳ ରେ ଲାଗିଲା ସାମୁଦ୍ରିକ ଦିଗ ନିର୍ଣ୍ଣୟ ବଲ ..

IMG-20260708-WA0099
Share

ଅସ୍ତରଙ୍ଗ ଉପକୁଳ ରେ ଲାଗିଲା ସାମୁଦ୍ରିକ ଦିଗ ନିର୍ଣ୍ଣୟ ବଲ l ଅସ୍ତରଙ୍ଗ ର ପିର ଯାହାନିଆଁ ସମୁଦ୍ର କୁଳ ତଟ ଦେଶରେ ଥିବା ଗୁଣ୍ଡଳବା ଗ୍ରାମ ସାମ୍ନାରେ ଏକ ସାମୁଦ୍ରିକ ବଲ ଭଳି ଲୁହା ପିଣ୍ଡୁଳା ବା ବାଇଆଁ ଲାଗିଛି l ବଙ୍ଗୋପ ସାଗର ରେ ସୃଷ୍ଟ ଲଘୁଚାପ ପ୍ରଭାବ ରେ ଏହି ବଲ ଢେଉ ମାଡ଼ ରେ ଛିଣ୍ଡି ଭାଷୀ ଭାଷୀ ଆସି କୁଳ ରେ ଲାଗିଛି l ସମୁଦ୍ର ର ଅନ୍ତର୍ଜାତୀୟ ସୀମା ନିର୍ଧାରଣ ପାଇଁ ଏହି ବଲ ଏକ ଦିଗ ବାରେଣୀ ଭାବେ କାର୍ଯ୍ୟ କରେ ବୋଲି କୁହାଯାଉଛି l ଗତ କିଛି ବର୍ଷ ପୂର୍ବରୁ ସାମୁଦ୍ରିକ ମସ୍ଚ୍ୟ ବିଭାଗ ପକ୍ଷରୁ ଏହି ଭଳି ଅନେକ ବଲ ସମୁଦ୍ର ଭିତରେ ଲଗା ଯାଇଥିଲା l ଏହି ଲୁହା ପିଣ୍ଡ ର ଅଗ୍ର ଭାଗ ରେ ଏକ ସୋଲାର ଲାଇଟ ସନ୍ଧ୍ୟା ହେଲେ ଆପେ ଆପେ ଜଳି ଥାଏ l ଯାହାକି ସମୁଦ୍ର ପଥରେ କିଏ ଯାତାୟାତ କଲାବେଳେ ଏହା ଦିଗ ବାରେଣୀ ଭାବେ କାର୍ଯ୍ୟ କରିଥାଏ l ଏବେ ଏହି ବିଶାଳ କାୟ ଲୁହା ପିଣ୍ଡ ଭଳି ଏହି ବଲ ଟି,ସମୁଦ୍ର ଢେଉ ରେ ଭାଷୀ ଆସି ଅସ୍ତରଙ୍ଗ ସମୁଦ୍ର କୁଳ ରେ ଲାଗି ବାଲି ରେ ପୋତି Activity l ଏହି ଦିଗ ବାରେଣି ଯନ୍ତ୍ର ତଥା ବଇଁଆ ଟି ସମୁଦ୍ର ଜଳ ପଥରେ ଜାତାୟତ କରୁଥିବା ଜଳଯାନ ଗୁଡିକୁ ସୁରକ୍ଷିତ ଜାତାୟତ ପାଇଁ ସତର୍କ ସୂଚନା ପ୍ରଦାନ କରି ଥାଏ l