June 20, 2026

ଭିନ୍ନ ପ୍ରକାରର ରଜ ମହୋତ୍ସବ ଅନୁଷ୍ଠିତ

IMG-20260619-WA0034
Share

       ଭିନ୍ନ ପ୍ରକାରର ରଜ ମହୋତ୍ସବ ଅନୁଷ୍ଠିତ, କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତ ନରଡା ଗ୍ରାମ ରେ ଭିନ୍ନ ପ୍ରକାରର ରଜ ମହୋତ୍ସବ ଅନୁଷ୍ଠିତ ହେଇଯାଇଛି, ଏହି ଉତ୍ସବଟି ନୁଆ କରି ଗଢ଼ିଉଠିଛି, ଉତ୍ସବ ଆୟୋଜକ ମାନେ ସ୍ବାଧୀବନ ମହାପାତ୍ର,ସମତ ନାୟକ,କେଳୁ ଭାଇ, ସୁଶୀଲ ସ୍ବାଇଁ,ପାପୁନି ଭାଇ,ରବି ନାୟକ, ରାହୁଲ ବେହେରା,ପ୍ରଭୂ କଲ୍ୟାଣ ତ୍ରିପାଠୀ,ଆକାଶ ସାମଲ, ସ୍ବାଧିନ ନାୟକ, ଓ ଅନ୍ୟାନ୍ୟ ନେତୃବୃନ୍ଦ ମାନଙ୍କ ସହ ଯୋଗରେ ଆୟୋଜିତ ହୋଇଛି, ଏହି ମହୋତ୍ସବ ବିଭିନ୍ନ ସ୍ଥାନରୁ ବହୁତ ସଂଖ୍ୟାରେ ଲୋକମାନେ ଦେଖିବାକୁ ମିଳିଥିଲା, ଛୋଟ ପିଲାମାନେ ରଜ ଡୋଳି, ଓ ମିନାବଜାର ରେ ଦେଖିବାକୁ ମିଳିଥିଲା, ରିପୋର୍ଟ -ଧିରେନ କୁମାର ମହାପାତ୍ର କେନ୍ଦ୍ରାପଡା.

You may have missed