June 12, 2026

କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମୃତ୍ୟୁ ଯୁବକଙ୍କ‌ ଦେହ ଉଦ୍ଧାର,

hand
Share

କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମୃତ୍ୟୁ ଯୁବକଙ୍କ‌ ଦେହ ଉଦ୍ଧାର, କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଜଣେ ଯୁବକଙ୍କ ମୃତ୍ୟ ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ମୃତ୍ୟୁ ଯୁବକ ହେଲେ ରାଇତୁଣ୍ଡି ଗ୍ରାମର ଶ୍ରୀ ଚନ୍ଦନ ଦାସ, ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ତାଙ୍କ ମୃତ୍ୟୁଦେହ ମିଳିଥିବା ସୂଚନା ମିଳିଛି, ଘଟଣା ସମ୍ପର୍କରେ ଖବର ପାଇ ପୋଲିସ୍ ତୂରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି, ମୃତ୍ୟୁ ଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି, ପୋଲିସ ପକ୍ଷରୁ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ଜଣାପଡିଛି, ଏହି ଘଟଣା କେବଳ ଏକ ମୃତ୍ୟୁ ମାମଲା ନୁହେଁ, ବରଂ ଅନେକ ଗୁରୁତ୍ତ୍ୱପୂର୍ଣ ପ୍ରଶ୍ନ ଜନ୍ମ୍ ଦେଇଛି, ଜିଲ୍ଲାପାଳ ସର୍ବୋଚ୍ଚ ପ୍ରଶାସନିକ କାର୍ଯ୍ୟାଳୟ ଭାବେ ପରିଚିତ ଜିଲ୍ଲାପାଳ କାର୍ଯ୍ୟାଳୟ ପରି ଏକ ସୁରକ୍ଷିତ ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ କିପରି ଏଭଳି ଘଟଣା ଘଟିଲା ତାହାକୁ ନେଇ ସାଧାରଣରେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି, ଘଟଣା ପଛରେ କେବଳ ବ୍ୟକ୍ତିଗତ କାରଣ ରହିଛି,ନା କି ଅନ୍ୟ କୌଣସି ପରିସ୍ଥିତି ଏଥିରେ ଭୂମିକା ନେଇଛି, ତାହା ତଦନ୍ତ ପରେ ସୃଷ୍ଟି ହେବା, ରିପୋର୍ଟ -ଧିରେନ କୁମାର ମହାପାତ୍ର କେନ୍ଦ୍ରାପଡା,