May 28, 2026
ajiro khabar
Share

 

 

୧-ଭୁବନେଶ୍ୱର:ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ,ଜୁଲାଇ ୧୦ ଯାଏଁ ଚାଲିବ।

 

୨-ଗେଟ୍ ପରୀକ୍ଷାରେ ଚମକିଲେ ଓଡ଼ିଆ ଝିଅ, ସର୍ବଭାରତୀୟ Rank -୧ ଅଛନ୍ତି ଏକତା ପ୍ରିୟଦର୍ଶିନୀ।

 

୩-ଓଡ଼ିଶାକୁ ମିଳିଲା ଆଉ ଏକ ମେଗା ଗ୍ଲୋବାଲ୍ ଇଭେଣ୍ଟ, ୨୦୨୭ ଏସିଆନ୍ ଚାମ୍ପିଅନସିପ୍ ଆୟୋଜନ କରିବ ଓଡ଼ିଶା।

 

୪-ପୋଲିସ ଏସଆଇ ଆଶାୟୀଙ୍କ ପାଇଁ ଖୁସି ଖବର; ଖୁବଶୀଘ୍ର ବାହାରିବ ପରୀକ୍ଷା ତାରିଖ, ୭ ହଜାର ୬୬୪ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ।

 

୫-ଝାରସୁଗୁଡ଼ା, ସମ୍ବଲପୁର, ବ୍ରହ୍ମପୁର ପରେ ଭୁବନେଶ୍ବର, ୨୦ ଦିନରେ ୮ କୁଖ୍ୟାତ ଅପରାଧୀ ହେଲେଣି ଜଖମ।

 

୬-ଖରାରେ ଯାତ୍ରୀଙ୍କୁ ମିଳିବ ଆରାମ; ଭେଟିଭର ସ୍କ୍ରିନ୍ ଓ ୱାଟର ସ୍ପ୍ରିଙ୍କଲର୍ ସହ ରାଜଧାନୀରେ ଆରମ୍ଭ ହେଲା କୁଲ୍ ବସ୍ ଷ୍ଟପ୍।

 

୭-ଭୁବନେଶ୍ୱର:କାଳବୈଶାଖୀ ବର୍ଷାରେ ଭିଜିଲା ଟ୍ୱିନ୍ ସିଟି; ଗରମରୁ ମିଳିଲା ଆଶ୍ଵସ୍ତି।

 

୮-ରାଜନଗର:ରାସ୍ତା ତଳକୁ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ୍, ୨ ଶ୍ରମିକ ମୃତ ଓ ତିନି ଗୁରୁତର ଆହତ।

 

୯-ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ସ୍ୱଚ୍ଛତା; ପ୍ରତି ତିନିମାସରେ ବିଲ୍ଡର ଦେବେ ତ୍ରୈମାସିକ ପ୍ରୋଗ୍ରେସ୍ ରିପୋର୍ଟ।

 

୧୦-କୋଟି କୋଟି ଟଙ୍କାର ଗୋଲ୍ଡ ଲୋନ ଠକେଇ, EOW ଜାଲରେ SBIର ଦୁଇ ବ୍ୟାଙ୍କ ଅଧିକାରୀ:ଚନ୍ଦନ କୁମାର ମହାଲା ଓ ଦେବେନ୍ଦ୍ର ନିରଞ୍ଜନ ସାହୁ।

 

୧୧-ପୁରୀ:ପୁରୀରେ ଲୁଚିଥିଲେ TMC ବିଧାୟକ, ଗିରଫ କରି କୋଲକାତା ନେଲା ଏସଟିଏଫ୍।

 

୧୨-କେନ୍ଦୁଝର:ଭିଜିଲାନ୍ସ ଜାଲରେ ACSO ଧୁମାରାମ ମୁର୍ମୁ, ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ

 

୧୩-ଭୁବନେଶ୍ୱର :ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି,ଜୁନ୍ ୧୮ରେ ହେବ ରାଜ୍ୟସଭା ଉପନିର୍ବାଚନ।

 

୧୪-ରାଜଧାନୀରେ କୁଖ୍ୟାତ ନିଶା ମାଫିଆ ପପୁନ୍ ମାଝୀକୁ ଏନକାଉଣ୍ଟର୍, କ୍ୟାପିଟାଲ୍ ହସ୍ପିଟାଲ୍ ପରେ କଟକ ଏସସିବି ସ୍ଥାନାନ୍ତର

 

୧୫-ନୂଆ ଦିଲ୍ଲୀ:ସୁନା ୧,୧୦୦ଟଙ୍କା ଓ ରୁପା ୩,୩୦୦ ଶସ୍ତା ହେଲା।

 

୧୬-ନ୍ଯୁଚଣ୍ଡିଗଡ:ବୈଭବଙ୍କ ଧମାକା, ହାଇଦ୍ରାବାଦକୁ ହରାଇ ୨ୟ କ୍ଵାଲିଫାୟରରେ ରାଜସ୍ଥାନ।

 

୧୭-ପଛରେ ପଡ଼ିଲେ ଐଶ୍ୟର୍ଯ୍ୟା-ଆଲିଆ, କାନ୍ସରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଲେ ଦୀପକ ତିଜୋରୀ।

 

୧୮-କେବଳ ଭାରତ ନୁହେଁ ୟୁରୋପରେ ଗ୍ରୀଷ୍ମ ଭାଙ୍ଗିଲା ରେକର୍ଡ, ବ୍ରିଟେନ, ଫ୍ରାନ୍ସ ଓ ସ୍ପେନରେ ଭୀଷଣ Heat wave।

 

୧୯-ତ୍ୱିଷା ଶର୍ମାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ: ଶରୀରରେ ରହିଛି କ୍ଷତ ଚିହ୍ନ, ଗିରିବାଳାଙ୍କ ହେପାଜତ ପାଇଁ ସିବିଆଇର ଆବେଦନ।

 

୨୦-କୋଲକାତା:ମମତା ବାନାର୍ଜୀ ଏବଂ ଅଭିଷେକଙ୍କ ବିରୋଧରେ FIR, ନିର୍ବାଚନରେ ପରାଜୟ ପରେ ବଢ଼ିଲା ସମସ୍ୟା।

 

୨୧-କୋଟି କୋଟି ଗ୍ରାହକଙ୍କୁ ଖୁସି କଲା ଜିଓ; ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍, ମାତ୍ର ୨୦୦ ଟଙ୍କାରେ ମିଳିବ ୨୮ ଦିନର ବୈଧତା ଓ ୩୦ ଜିବି ହାଇ-ସ୍ପିଡ୍ ଡାଟା।

 

୨୨-ମୁମ୍ବାଇ:ଆମେରିକା ଡଲାର ତୁଳନାରେ ୧୨ ପଇସା ମଜଭୁତ ହେଲା ଟଙ୍କା