May 23, 2026

ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରେ ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୋଇଠୋକରେ ଯୋଗ ଦେଲେ ମାନ୍ୟବର ସୋରଡ଼ା ବିଧାୟକ ନୀଳମଣୀ ବିଷୋଇ

IMG-20260522-WA0018
Share

                  ଆଜି ସୋରଡ଼ା ବିଧାନସଭା କ୍ଷେତ୍ରର ସୋରଡ଼ା ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଅଧ୍ୟକ୍ଷତା କରି ଚିକିତ୍ସାଳୟର ବିଭିନ୍ନ ସମସ୍ୟା ଓ ଏହାର ସ୍ଥାୟୀ ସମାଧାନ ତଥା ସ୍ଥାନୀୟ ଜନସାଧାରଣମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରଦାନ ନିମନ୍ତେ ଆଲୋଚନା କଲେ | ସମସ୍ତଙ୍କର ସହଭାଗିତାରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଆମେ ସଂକଳ୍ପବଦ୍ଧ |

 

ଡାକ୍ତରଖାନାରେ ସହାୟକ ସେବା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ୱଚ୍ଛତା,ପରିମଳ ଏବଂ ସଂକ୍ରମଣ ନିୟନ୍ତ୍ରଣ ବଜାୟ ରଖିବା ପାଇଁ ଅହରହ ପରିଶ୍ରମ କରୁଥିବା କର୍ମଚାରୀମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କଲେ |ସୋରଡ଼ା ରୁ ସଞ୍ଜୟ କୁମାର ସେଠୀଙ୍କ ରିପୋର୍ଟ