April 24, 2026

ଗଞ୍ଜାମ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଓଡ଼ିଆ ପକ୍ଷ ପାଳନ 

IMG-20260405-WA0004
Share

 

ଛତ୍ରପୁର ତା. ୪.୪.୨୬(ଅରୁଣ କୁମାର ପଣ୍ଡା ) ଗଞ୍ଜାମ ଜିଲ୍ଲା ଶ୍ରମ କାର୍ଯାଳୟ ତରଫରୁ ଓଡିଆ ପକ୍ଷ ପାଳନ ଅବସରରେ ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କ ର ନାମ ଫଳକ ଓଡିଆ ଭାଷାରେ ଲେଖିବା ପାଇଁ ଏକ ସଚେତନତା ପଦଯାତ୍ରା ଜିଲ୍ଲାପାଳ ଛତ୍ରପୁର ଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରାଯାଇଅଛି l ଏଥିସହିତ ଏକ ସଚେତନତା ରଥ ଗଞ୍ଜାମ ଜିଲ୍ଲା ର ଛତ୍ରପୁର ଏନ ଏ ସି ଅଞ୍ଚଳରେ ପରିଭ୍ରମଣ କରିଛି l ଏହି କାର୍ଯ୍ୟକ୍ରମ କୁ ମାନ୍ୟବର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବାଶିଷ ବରାଳ ମହୋଦୟା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଶ୍ରମ ଅଧିକାରୀ ଶ୍ରୀମତୀ ବର୍ଷା ରାଣୀ ଜେନା ଓ ଶ୍ରମ କାର୍ଯ୍ୟ।ଳୟ କର୍ମଚାରୀ ଏବଂ ବିଭିନ୍ନ ଶ୍ରମିକ ସଂଗଠନ ମାନେ ଏହି ସଚେତନତା ପଦ ଯାତ୍ରା ରେ ଅଂଶ ଗ୍ରହଣ କରି ଛତ୍ରପୁର ସହର ପରିକ୍ରମା କରିଥିଲେ l