April 26, 2026
IMG-20260322-WA0008
Share

 

ବେଗୁନିଆ ବ୍ଲକ (ଉପାନ୍ତ ଖବର ମାନସ ରଞ୍ଜନ କର)ଓଡ଼ିଶାର ପ୍ରଥମ ଆଧାର ହେଉଛି ମାରପଖାଳ ହାଣ୍ଡି ସେହିପଖାଳ ହାଣ୍ଡି ଦିବସରେ ବେଗୁନିଆ ବ୍ଳକ ପରିସରରେ ପଖାଳ ସାଙ୍ଗରେ ରୋହିମାଛ ଭଝା, ଚିଙ୍ଗୁଡି ଭଜା, ଚିଙ୍ଗୁଡି ଚଟନି, ବଡିଚୁରା,ଆଲୁ ଭର୍ତ୍ତା, ଚାନ୍ଦି ଶୁଖୁଆ ଭଜା, ପନିର, କଲରା ଭଜା କରିଥିଲେ ଏବିଡିଓ କଳ୍ପନା ସାମଲ,WEO ସବିତା ନାୟକ,MIସାଗରିକା ମହାଲକା,BFO ସ୍ଵରୀୟ ନାରାୟଣ ଗଉଡ,BSSOପୂଜାପୂଷ୍ପାଞଳିଖଟେଇ, ଆସିଣ୍ଟାଣ୍ଡ ଇଞ୍ଜିନିୟରବ୍ରତାତିପ୍ରୀୟଦର୍ଶନୀସାହୁ,GPDO ଦୀନ ବଂଧୁ ଦାସ,BPM(OL M) ଶସ୍ମିତା ମହାପାତ୍ର, କମ୍ପୁଟର ପ୍ରୋଗାମର ସ୍ମୃତିରଞ୍ଜନ ପଟ୍ଟନାୟକ, ହେଡକ୍କକ୍ର ନାଗେଶ୍ଵର ପ୍ରଧାନ, ଜୁନିୟର କ୍ଳକ୍ର ସୁଦୀପଲାର୍କା, ଜୁନିୟର ଆସିଣ୍ଟାଟ ବିଶାଳ ଦାସ,BLC(OLM) ଲକ୍ଷ୍ମୀପ୍ରୀୟା ସାହୁ, ଆଲୋକ କୁମାର ସ୍ଵାଇଁ,PEO ସୌମ୍ୟରଞ୍ଜନ ପ୍ରଧାନ, PA(BSSO)ଦେବବ୍ରତ ସାହୁ,BLC (GPSection)ନୀକିତା ଦାସ,D E0( WEOSection) ଗୀତାଞ୍ଜଳୀ ଜଗଦେବ,DEO(RC MS)ଦୀପ୍ତିମୟୀ ସାମନ୍ତରାୟ,BPA(RH Section), ସନ୍ତୋସ କୁମାର ବେହେରା,MGNRGSA ଆସିଣ୍ଟାଟ ଅଶ୍ଵିନି ପଟ୍ଟନାୟକ, ପ୍ରଭାସିନୀ ସିଂହ, ବନିତା ନାୟକ, ସୌମ୍ୟ ରଞ୍ଜନ ଦାସ ସମସ୍ତେ ମିଶି ଉତ୍ସାହର ସହିତ ପାଳନ କରିଥିଲେ