କାଶୀପୁର ଠାରେ କାଶୀପୁର ପ୍ରିମିୟର ଲିଗ ୦,୫ ଉଦଘାଟନ

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ସ୍ଥାନୀୟ କଲେଜ ପଡିଆ ଠାରେ କାଶୀପୁର ପ୍ରିମିୟର ଲିଗ, ର ପଞ୍ଚମ ସଂସ୍କରଣ ଉଦଘାଟନ ହୋଇଯାଇଛି ଏଥିରେ ମୁଖ୍ୟଅତିଥି ଭାବେ କଂସାରୀଗୁଡା C S R ମୁଖ୍ୟ ତନ୍ମୟ ମହାନ୍ତି କାଶୀପୁର ଥାନା iic ଦେବଦତ୍ତ ମଲିକ କାଶୀପୁର ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ପରିଡା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ନେତ୍ରା ନନ୍ଦ ନାଏକ ପ୍ରିମିୟର ଲିଗ ସଭାପତି ସୀତାରାମ ସାହୁ ଉପସଭାପତି ଦିଲୀପନାଏକ ସମ୍ପାଦକ ସଂତଶ ଗୌଡ଼ ପ୍ରମୁଖ ଉପସ୍ଥିତ ରହିଵା ସହ ଆଠ ଗୋଟି ଟିମର ମାଲିକ ଯଥା( ୧ )ଅମିତ କୁମାର ନାୟକ ଟିମ ଡଙ୍ଗରିଲା ବୋୟସ (୨)ଜିତେନ୍ଦ୍ର କୁମାର ବୈଦ୍ୟ ସ୍ମାର୍ଟ ଇଲେଭେନ(୩)କୃଷ୍ଣଚନ୍ଦ୍ର ପାତ୍ର ଖାଣ୍ଟି କାଶୀପୁରିଆ (୪)ରଂଜିତ ନାଏକ ରାଇଜିଙ୍ଗ ଷ୍ଟାର( ୫)ସୁନୀଲ ପାଳ ରୟାଲ ଫ୍ରେଣ୍ଡ୍ସ (୬)ଇଂକେଟସ୍ୱର ନାଏକକାଶୀପୁର ଲାଇନ( ୭)ସ୍ୱପ୍ନ ଜିତ ନାଏକ ଡ୍ରିମ୍ସୱାରିଅର (୮)ଦି ନେଶ ରାଉଳ ହୁଣ୍ଟର କାଶୀପୁର ର ମାଲିକ ମାନେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଵଳନ କରି ସେଦିନର ଖେଳ କୁ ଆରମ୍ଭ କରିଥିଲେ ପ୍ରଥମ ଦିନର ଖେଳ ଟି ପୂର୍ଵ ବର୍ଷ ର ଚମ୍ପିଯାନ ଓ ରନର୍ସ ମଧ୍ୟରେ ଆରମ୍ଭ ହୋଇଥିବାବେଳେ ସ୍ମାର୍ଟ ଇଲେଭେନ ପ୍ରଥମେ ବ୍ୟାଟିଂ କରି ୧୧୧ରନ ସମସ୍ତ ଉଇକେଟ ହରାଇ ଥିଲା ଜବାବ ରେ ଖାଣ୍ଟି କାଶୀପୁରିଆ ଟିମ ଆଠ ଗୋଟି ବଲ ଥାଇ ବାଜିମାର କରିଥିଲା ଶେଷରେ ପ୍ରିମିୟର ଲିଗ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି ଖେଳ ଦ୍ୱାରା ଆମ ଆମ ଭିତରେ ଭାଇଚାରା ସୃଷ୍ଟି କରିବା ସହ ଆଗାମୀ ପୀଢ଼ି କିପରି ରାଜ୍ୟ ସ୍ଥରୀୟ ଓ ଅନ୍ତର୍ଜାତୀୟ ସ୍ଥର ରେ କିପରି ସୁଯଗ ପାଇବେ ସେବିଷୟରେ ବୁଝାଇ ଥିଲେ ଉକ୍ତ ପ୍ରିମିୟର ଲିଗ ଟିକୁ ସମ୍ପୂର୍ଣ ଭାବେ ବେଦାନ୍ତ ପ୍ରକଳ୍ପ ତୁଲାଉ ଥିବାରୁ ଆୟୋଜକ ତରଫରୁ ବେଦାନ୍ତ ପକଳ୍ପ କୁ ଅଶେଷ ଅଶେଷ ଧନ୍ୟବାଦ ବାଦ ଜ୍ଞାପନ କରାଯାଇଥିଲା ଖେଳ ଟି ପ୍ରାୟ ଏକ ମାସ ଧରି ଚାଲିବା ସହ ଆସନ୍ତା ମାସ ୧୫ତାରିଖରେ ଶେଷ ହେବ ବୋଲି ସୂଚନା ଦେ ଇ ଥିଲେ। ରାୟଗଡା ରୁ ରାବିରାଜ ବୈଦ୍ୟଙ୍କ ରିପୋର୍ଟ
