March 12, 2026

ଚତୁର୍ଥ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ

IMG-20260301-WA0013
Share

 

ବେଗୁନିଆ ବ୍ଳକ( ଉପାନ୍ତ ଖବର ମାନସ ରଞ୍ଜନ କର)କଣ୍ଟାବାଡ ଗ୍ରାମପଞ୍ଚାୟତ କଣ୍ଟାବାଡଗ୍ରାମରେ ଚତୁର୍ଥ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି ମୁଖ୍ୟଅତିଥି ଭାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲଭ ପଟ୍ଟନାୟକଙ୍କ ସୁପୁତ୍ର ପୃଥୀବଲଭ ପଟ୍ଟନାୟକ ସମ୍ମାନୀତଅତିଥି ଶିଳ୍ପପତି ଶିବ ନାରାୟଣ ମିଶ୍ର, କଣ୍ଟାବାଡ କଲେଜ ପ୍ରଫେସର ସୌମ୍ୟା ଷଢଙ୍ଗୀ, ପ୍ରଫେସର ଦିଳିଯି କୁମାର ସାଥୁଆ, ଶିକ୍ଷାବିତ ରାଜକିଶୋର ପାଣିଗ୍ରାହି, ସେବାଫାର୍ମାସିଟିକାଲ ର ମୁଖ୍ୟ ପ୍ରଭାତ କୁମାର ବାହିନିପତି, ସମାଜସେବି ରାଧାଶ୍ୟାମ ସାହୁ, ସମାଜସେବି ଚିତ ରଞ୍ଜନ ହରିଚନ୍ଦନ, ସମାଜସେବି ରଞ୍ଜନ ବେହେରା, ସମାଜସେବି ସତ୍ୟବାଦି ଦୋରା ଯୋଗଦେଇଥିଲେ କମିଟିର ସଭାପତି ମାନସ ରଞ୍ଜନ ଦାଶ, ସୌମ୍ୟରଞ୍ଜନ ଦାଶ (ସିପୁନ), ଅଜୟ ବେହେରା,ଜ୍ଞାନରଞ୍ଜନ ଜେନା, ଦୀପକ ରାଉତରା, ଦୀନବନ୍ଧୁ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ସନ୍ତୋସ କୁମାର ଦାସ,ଓଁ ପ୍ରକାଶ ବ୍ରହ୍ମା,ଦୁର୍ଗାଶଙ୍କର ଦାଶ, ଦିଳିପ କୁମାର ରାଉତରାୟ,ସୁସାନ୍ତ ନାୟକ ସଂପାଦକ ସୌମ୍ୟରଞ୍ଜନ ଦାଶ (ସିକୁ)ଓଗ୍ରାମ ବାସି ସମସ୍ତେ ଉପସ୍ଥିତ ରହି ଚମ୍ପିଆନ ରେନବୋ ଭୂବନେଶ୍ଵର, ରନରସପ୍ ଜନକ କ୍ଳବ ଜାଜପୁର ଟ୍ରଫି ପ୍ରଦାନ କରି ଶାନ୍ତିଶୃଙ୍ଖଳାର ସହିତ ଟୁର୍ଣ୍ଣାମେଣ୍ଟକୁ ଶେଷ କରିଥିଲେ .