November 17, 2024

କୋଟପାଡ଼ ଠାରେ ଶ୍ରୀ ସାଇନାଥ. ଦ୍ୱାରିକାନାଥ ଓ ସୋମନାଥ ମନ୍ଦିର ପ୍ରତିଷ୍ଠା କୋରାପୁଟ ଜ଼ିଲ୍ଲା କୋଟପାଡ଼ ଶତୃଶଲ୍ୟ କଲୋନୀ ରେ ଏକ ବିରାଟ ସିରିଡି ସାଇ ବାବା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅଜି ସମାପ୍ତ ହୋଇ ଯାଇଛି. ଚାରି ଦିନ ଧରି ଚାଲି ଥିବା କାର୍ଯ୍ୟ କ୍ରମ ରେ କୋଳସ ଯାତ୍ରା. ହୋମ ଯଜ୍ଞ. ଘଣ୍ଟ ହୁଳହୁଳି ରେ କମ୍ପିଲା କଲୋନୀ.ଶ୍ରୀମତୀ ଲୋପାମୁଦ୍ରା ଦେବୀ ଓ ତାଙ୍କ ସ୍ୱାମୀ ଶ୍ରୀ ଅଶୋକ ଶତୃଶଲ୍ୟ ଙ୍କ ବହୁ ଦିନର ଆଶା ଅଜି ପୂରଣ ହୋଇଛି. ଏହି ମନ୍ଦିର ନିର୍ମାଣ କରିବା ପାଇଁ ଶତୃଶଲ୍ୟ ପରିବାର ସମସ୍ତ ଖର୍ଚ୍ଚ ଵହନ କରିଥିବା ଜଣା ଯାଇଛି. ପୌରା ଧ୍ୟକ ସଙ୍କର ରାଓ ଏବଂ ପୁ ପୌର ଉପାଧ୍ୟକ୍ଷ ଶ୍ରୀ ବାପୁନ ତ୍ରିପାଠୀ ମନ୍ଦିର ପରିସର ରାସ୍ତା. ପାନୀୟ ଜଳ ଆ ଲୋକ ର ବ୍ୟବସ୍ଥା କରିଥିବା ଶ୍ରୀ ସନ୍ତୋଷ ଶତ୍ରୁ ସଲ୍ୟ ପ୍ରକାଶ କରିଛନ୍ତି. ଏହି ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସ୍ୱ ଇଛା ରେ ଯାହା ଆର୍ଥିକ ସହା ୟତା ଯୋଗା ଇ ଛନ୍ତି ତାହା ଗ୍ରହଣ କରାଯାଇଛି. ସମସ୍ତ ମୂର୍ତ୍ତି ସ୍ଥାପନ କରାଯାଇଛି. ପଡୋଶୀ ଚତିଶ ଗଡ଼ ସମେତ ଅଵି ଭକ୍ତ କୋରାପୁଟ ଜ଼ିଲ୍ଲା ର ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା. ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା. ଶ୍ରୀ ଜୟନ୍ତ ପଟ୍ଟନାୟକ. ବି ସଙ୍କର ରାଓ ବାଲ୍ୟ ନାୟକ. ପି ବୁଲୁ. ଭେଙ୍କ ଟ ସେୱେର ରାଓ ନରେନ୍ଦ୍ର ମହାନ୍ତି. ମଲୟ ଶତୃଶଲ୍ୟ ଅକ୍ଲାନ୍ତ ପରିଶ୍ରମ କରିଥିବା ଜଣା ଯାଇଛି. ଅଳ୍ପ ଦିନ ମଧ୍ୟରେ ଟ୍ରଷ୍ଟ ଗଠନ କରି ପରିଚାଳନା ହେବ. ବି ସିଂ ପୁର. ପୋଡା ପଦର ରୁ ରୁ ବ୍ରାହ୍ମଣ. ମାନେ ଆସି ଏହି ଚାରି ଦିନ ପୂଜାପାଠ କରି ସୁନ୍ଦର ଭାବରେ ବିଗ୍ରହ ସ୍ଥାପନ କରି ଥିଲେ Iଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା I

Share

କୋଟପାଡ଼ ଠାରେ ଶ୍ରୀ ସାଇନାଥ. ଦ୍ୱାରିକାନାଥ ଓ ସୋମନାଥ ମନ୍ଦିର ପ୍ରତିଷ୍ଠା

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଶତୃଶଲ୍ୟ କଲୋନୀ ରେ ଏକ ବିରାଟ ସିରିଡି ସାଇ ବାବା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅଜି ସମାପ୍ତ ହୋଇ ଯାଇଛି. ଚାରି ଦିନ ଧରି ଚାଲି ଥିବା କାର୍ଯ୍ୟ କ୍ରମ ରେ କୋଳସ ଯାତ୍ରା. ହୋମ ଯଜ୍ଞ. ଘଣ୍ଟ ହୁଳହୁଳି ରେ କମ୍ପିଲା କଲୋନୀ.ଶ୍ରୀମତୀ ଲୋପାମୁଦ୍ରା ଦେବୀ ଓ ତାଙ୍କ ସ୍ୱାମୀ ଶ୍ରୀ ଅଶୋକ ଶତୃଶଲ୍ୟ ଙ୍କ ବହୁ ଦିନର ଆଶା ଅଜି ପୂରଣ ହୋଇଛି. ଏହି ମନ୍ଦିର ନିର୍ମାଣ କରିବା ପାଇଁ ଶତୃଶଲ୍ୟ ପରିବାର ସମସ୍ତ ଖର୍ଚ୍ଚ ଵହନ କରିଥିବା ଜଣା ଯାଇଛି. ପୌରା ଧ୍ୟକ ସଙ୍କର ରାଓ ଏବଂ ପୁ ପୌର ଉପାଧ୍ୟକ୍ଷ ଶ୍ରୀ ବାପୁନ ତ୍ରିପାଠୀ ମନ୍ଦିର ପରିସର ରାସ୍ତା. ପାନୀୟ ଜଳ ଆ ଲୋକ ର ବ୍ୟବସ୍ଥା କରିଥିବା ଶ୍ରୀ ସନ୍ତୋଷ ଶତ୍ରୁ ସଲ୍ୟ ପ୍ରକାଶ କରିଛନ୍ତି. ଏହି ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସ୍ୱ ଇଛା ରେ ଯାହା ଆର୍ଥିକ ସହା ୟତା ଯୋଗା ଇ ଛନ୍ତି ତାହା ଗ୍ରହଣ କରାଯାଇଛି. ସମସ୍ତ ମୂର୍ତ୍ତି ସ୍ଥାପନ କରାଯାଇଛି. ପଡୋଶୀ ଚତିଶ ଗଡ଼ ସମେତ ଅଵି ଭକ୍ତ କୋରାପୁଟ ଜ଼ିଲ୍ଲା ର ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା. ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା. ଶ୍ରୀ ଜୟନ୍ତ ପଟ୍ଟନାୟକ. ବି ସଙ୍କର ରାଓ ବାଲ୍ୟ ନାୟକ. ପି ବୁଲୁ. ଭେଙ୍କ ଟ ସେୱେର ରାଓ ନରେନ୍ଦ୍ର ମହାନ୍ତି. ମଲୟ ଶତୃଶଲ୍ୟ ଅକ୍ଲାନ୍ତ ପରିଶ୍ରମ କରିଥିବା ଜଣା ଯାଇଛି. ଅଳ୍ପ ଦିନ ମଧ୍ୟରେ ଟ୍ରଷ୍ଟ ଗଠନ କରି ପରିଚାଳନା ହେବ. ବି ସିଂ ପୁର. ପୋଡା ପଦର ରୁ ରୁ ବ୍ରାହ୍ମଣ. ମାନେ ଆସି ଏହି ଚାରି ଦିନ ପୂଜାପାଠ କରି ସୁନ୍ଦର ଭାବରେ ବିଗ୍ରହ ସ୍ଥାପନ କରି ଥିଲେ Iଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା I