April 29, 2026

କୋରାପୁଟ ଜିଲ୍ଲାପାଳ ଆଜି ସେମିଳିଗୁଡା ବ୍ଲକ ଅନ୍ତର୍ଗତ ବଡଟେମାର ପିଚୁ ସଡ଼କ ( ଜିଲ୍ଳା ଖଣିଜ ପାଣ୍ଠି ଦ୍ଵାରା ନିର୍ମିତ )…

IMG-20260201-WA0011
Share

    କୋରାପୁଟ ଜିଲ୍ଲାପାଳ ଆଜି ସେମିଳିଗୁଡା ବ୍ଲକ ଅନ୍ତର୍ଗତ ବଡଟେମାର ପିଚୁ ସଡ଼କ ( ଜିଲ୍ଳା ଖଣିଜ ପାଣ୍ଠି ଦ୍ଵାରା ନିର୍ମିତ ), ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ବନ ସୁରକ୍ଷା ସମିତି ଗୃହ, ଡୋଳିଆମ୍ବର କଫି ନର୍ସରୀ, କୋକ୍ରିଗୁଡା ପର୍ବତର ପାଦଦେଶରେ ନିର୍ମିତ ଅମୃତ ସରୋବର, ଦଳେଇଗୁଡାର ଗ୍ରାମ ପଞ୍ଚାୟତ ସୁଭଦ୍ରା ଶକ୍ତି କେନ୍ଦ୍ର, ବଜାର ଗୃହ ଏବଂ ଗୁପ୍ତେଶ୍ଵର ହର୍ବାଲ ରିସର୍ଚ୍ଚ ସେଣ୍ଟର ଓ ରାଜପୁଟର ନିର୍ମାଣାଧୀନ ନୂତନ ଗ୍ରାମ ପଞ୍ଚାୟତ ଭବନର ପରିଦର୍ଶନ ସହିତ କାର୍ଯ୍ୟ ପ୍ରଗତିର ସମୀକ୍ଷା କରିଛନ୍ତି। ଏଥିସହ ସୁନାବେଡ଼ା ପୌରପରିଷଦ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଆହାର କେନ୍ଦ୍ର ପରିଦର୍ଶନ କରିଛନ୍ତି।(ଗୁପ୍ତେଶ୍ୱର ରଥ କୋରାପୁଟ)