ଯଶୋଦା ଦେବି ସ୍କୁଲ ଓ ନର୍ସିଙ୍ଗ ପରିସର ରେ ଆନ୍ତଜାତିକ ସେବିକା ଦିବସ ପାଳିତ

IMG-20230512-WA0027
Share

ଯଶୋଦା ଦେବି ସ୍କୁଲ ଓ ନର୍ସିଙ୍ଗ ପରିସର ରେ ଆନ୍ତଜାତିକ ସେବିକା ଦିବସ ପାଳିତ

 

ସୁବର୍ଣ୍ଣପୁର ଜିଲ୍ଲାର ସ୍ଥାନୀୟ ଯଶୋଦା ଦେବି ସ୍କୁଲ ଓ ନର୍ସିଙ୍ଗ ପରିସର ରେ ଆନ୍ତଜାତିକ ସେବିକା ଦିବସ ପାଳିତ ହୋଇ ଯାଇଛି l ଏହି ଦିବସ ରେ ଚ୍ୟରମ୍ୟାନ ଦିବାକର ନାୟକ ଙ୍କ ସଭାପତିତ୍ୱ ରେ ହୋଇଥିବା ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲାର ଅରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗ ଦେଇ ସେବିକା ମାନେ ସମସ୍ତେ ଯଶୋଦା ପରୀ ସେବା କରି ରୋଗୀ ସେବାରେ ନିଜକୁ ସମର୍ପି ଦେବାକୁ କହିଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ ଆଇନଯିବି ପ୍ରଦୀପ ପୁରୋହିତ, ସାମ୍ବାଦିକ ମନରଞ୍ଜନ ତ୍ରିପାଠୀ, ଡାଇରେକ୍ଟର ମନୋରଞ୍ଜନ ପଧାନ ପ୍ରମୁଖ ଯୋଗଦେଇ ନର୍ସ ମାନଙ୍କ ସେବା ମନୋଭାବ କୁ ଭୂପ୍ରଶଂସା କରିଥିଲେ l ଏହି ସଭାକୁ ପ୍ରିନ୍ସିପାଲ ଦମୟନ୍ତୀ ମହାନନ୍ଦ ସଂଯୋଜନା କରିଥିବା ବେଳେ ଏହି ସ୍କୁଲ ଓ ନର୍ସିଙ୍ଗ ର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

You may have missed