ରାଜ୍ୟ ନୋଡାଲ ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ

IMG-20251219-WA0004
Share

 

ଖୋର୍ଦ୍ଧା ଜିଲ୍ଳା ବୋଲଗଡ ବ୍ଲକ (ଉପାନ୍ତ ଖବର ମାନସ ରଞ୍ଜନ କର)ବୋରିକର୍ସ୍ଥିତସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପରିଦର୍ଶନରେ ଗୁରୁବାର ଦିନ ଓଡିଶା ରାଜ୍ୟ ନୋଡାଲ ଅଧିକାରୀଣି ଶସ୍ମିତା ମାଳୀ, ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ବିଜୟ ବେହେରା ଉକ୍ତ ବିଦ୍ୟାଳୟକୁ ଆସି ବିଦ୍ୟାଳୟର ଶ୍ରେଣି ପ୍ରକୋଷ୍ଠ, ହତା,ଖେଳପଡ଼ିଆ,ପାକମଳା, ଉଦ୍ୟାନ ମୌଲିକସାକ୍ଷରତା ଓ ସଂଖ୍ୟା ଜ୍ଞାନପ୍ରକୋଷ୍ଠ ବୁଲି ଦେଖି ଥିଲେ ସ୍ୱଛ ହରିତ୍ ବିଦ୍ୟାଳୟ ରେଟିଙ୍ଗ ଉପରେ ଉପୋରୋକ୍ତ ଉଚ୍ଚ ଅଧିକାରୀ ଖୁସି ବ୍ୟକ୍ତି କରିଥିଲେ ଉକ୍ତ ପରିଦର୍ଶନ ସମୟରେ ବୋଲଗଡ ଗୋଷ୍ଠୀଶିକ୍ଷା ଅଧୀକାରୀ ପ୍ରମୋଦ କୁମାର ସ୍ଵାଇଁ,କଡଵସାଧନ କେନ୍ଦ୍ର ର ସଂଯୋଜକ ରବିନ୍ଦ୍ର କୁମାର ନାୟକ, ବିଦ୍ଯାଳୟ ର ପଞ୍ଚ ସଖା ଶିକ୍ଷା ସେତୁ ସଂଗଠନର ଅଧ୍ଯକ୍ଷ ବିଭୂତି ଭୂଶଣରଥ, ପ୍ରଧାନଶିକ୍ଷକ ଆର୍ତ୍ତବଂଧୁ ବେହେରା,ଶିକ୍ଷକ ପ୍ରମୋଦ କୁମାର ସାହୁ, ମାନସ କୁମାର ବେହେରା, ଶିକ୍ଷୟତ୍ରୀ ଶୁସ୍ରୀ ଶସ୍ମିତାରାଣି ତ୍ରିପାଠୀ, ରୁଚିସ୍ମିତା ସେଠୀ, ଉପସ୍ଥିତ ଥିଲେ

You may have missed