April 30, 2026

ବିଶ୍ୱ ରେଡ୍ କ୍ରସ ଦିବସ ପାଳନ

IMG-20230508-WA0006
Share

 

08/05/2023

କୋରାପୁଟ ଜିଲ୍ଲା ଜୟପୁର ରୌଦ୍ରତାପ ଯୋଗୁଁ କିଛି ଛାତ୍ରୀ ମାନଙ୍କ ଉପସ୍ଥିତ ରେ ହାତୀଶାଳ ନିକଟସ୍ଥ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟରେ *ବିଶ୍ବ ରେଡ୍ କ୍ରସ୍* ଦିବସ ପାଳନ କରାଯାଇଛି l କାଉନସିଲର ଅନିତା ମିଶ୍ର ପିଲାମାନଙ୍କୁ ରେଡ୍ କ୍ରସ ର ମହତ୍ କର୍ତ୍ତବ୍ୟ ବିଷୟରେ ସଚେତନ କରିଥିଲେ ଏହା ସହିତ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର ମଧ୍ୟ ପିଲାମାନଙ୍କ ମାନବିକତା ପାଇଁ ମାର୍ଗ ଦର୍ଶନ କରିଥିଲେ l ବିକ୍ରମ ଗୁପ୍ତା ସlର, ମଧୁସ୍ମିତା ମାଡ଼ମ, ଅନିଶା ମାଡମ୍ , ମିନାକ୍ଷୀ ମାଡମ୍ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ନିଜ ନିଜର ବକ୍ତବ୍ୟ ମଧ୍ୟ ଦେଇଥିଲେ,ଛାତ୍ରୀ ରଞ୍ଜନି ସାହୁ, ଆରାଧ୍ୟା ପଣ୍ଡା, B.ହାରିକା,ରେଡ୍ କ୍ରସ ବିଷୟରେ ବକ୍ତବ୍ୟ ରଖିବା ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଇଥିଲା lଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା

You may have missed