June 14, 2026

ପାରଳା ବିଧାୟକ ବାଇପାସ୍ ରୋଡ ପାଇଁ ବିଧାନସଭା ଅଧିବେଶନରେ ଜଣାଇଲେ

IMG-20251201-WA0122
Share

 

ପାରଳାଖେମୁଣ୍ଡି-ଓଡିଶା ବିଧାନସଭାରେ ନିୟମିତ ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ଗଜପତି ଜିଲ୍ଲାର ସୁନାମ ରଖିଛନ୍ତି।ଏହି ଶୀତକାଳୀନ ଅଧିବେଶନରେ ବିଧାୟକ ପାରଳାଖେମୁଣ୍ଡି ବାଇପାସ୍ ରାସ୍ତା କଥା କହିଥିଲେ।ବହୁ ଦିନର ଦାବୀକୁ ସରକାର ଗ୍ରହଣ କରିବାକୁ ନିବେଦନ କରିଛନ୍ତି।ନିକଟରେ ମନ୍ତ୍ରୀ ମାନଂକୁ ମଧ୍ଯ ଜିଲ୍ଲାବାସୀ ଜଣାଇଥିଲେ।ଖୁସୀର କଥା ବର୍ତ୍ତମାନ ଜମି ଅଧିଗ୍ରହଣ ପ୍ରସ୍ତୁତି ସରିଛି।ତେଣୁ ଯଥା ଶୀଘ୍ର ଏହି ଦିଗରେ ଦ୍ରୁଷ୍ଟି ଦେବାକୁ ଅନୁରୋଧ କରିଥିଲେ।