April 28, 2026
IMG-20251122-WA0002
Share

 

 

ଲାଞ୍ଜିଗଡ଼ (ପୁରୁନ୍ଦର ଦଣ୍ଡସେନା):

କିଛିଦିନ ହେଲା କଳାହାଣ୍ଡି ଜିଲ୍ଲା ସମେତ ଲାଞ୍ଜିଗଡ଼ ଅଞ୍ଚଳରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଛି। ଲଗାତାର ତି ନି ଦିନ ଧରି ଲାଞ୍ଜିଗଡ଼ ଅଞ୍ଚଳରେ ପାରଦ ୧୦ ଡିଗ୍ରୀରୁ ତଳେ ରହୁଥ‌ିବାବେଳେ ବୃଦ୍ଧ ବୃଦ୍ଧାଙ୍କ ସମେତ

ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଶୀତରେ ଥରୁଛନ୍ତି । ଅପରାହ୍ନ ୪ଟାରୁ ଥଣ୍ଡା ବଢୁଥିବାବେଳେ ସକାଳ ୯ଟା ଯାଏଁ ଶୀତ ଲହରୀ ଲାଗି ରହୁଛି। ଯାହାଫଳରେ ଜୀବନଯାତ୍ରା ଦୁର୍ବି ସହ ହୋଇପଡିଛି ।