April 26, 2026
IMG-20251116-WA0081
Share

ବୋଲଗଡ ବ୍ଲକ(ଉପାନ୍ତ ଖବର ମାନସ ରଞ୍ଜନ କର) ଅନ୍ତର୍ଗତ ଡାବରଧୂଆ ସାଧନ କେନ୍ଦ୍ରର ସଂଯୋଜକ ହୃଷିକେଶ ନାୟକଙ୍କ ମା ଖଡିକା ନାୟକ ଶନିବାର ଦିନ ଦେହାନ୍ତ ହୋଇଯାଇଛି ସେ ଯୋଡାପଡ଼ା ଗ୍ରାମର ଗୋକୁଳ ନାୟକଙ୍କ ଧର୍ମପତିନ୍ନି ମୃତ୍ୟୁବେଳକୁ ତାଙ୍କର ବୟସ ୮୦ବର୍ଷ ହୋଇଥିଲା ବାର୍ଦ୍ଧକ୍ୟ ଅବସ୍ଥା ଯୋଗୁଁ ଦୁର୍ବଳ ହୋଇ ୧ମାସ ଧରି ନିଜ ବାସ ସ୍ଥାନରେ ଶଜ଼୍ଯାଶାୟୀ ଥିଲେ ଦୀର୍ଘ ୧୫ ବର୍ଷ ହେବ ଶ୍ଵାସ ରୋଗରେ ପୀଡିତ ଥିଲେ ମୃତ ଶରୀର କୁ ଅନ୍ତିମଦର୍ସନ ନିମନ୍ତେ ଗ୍ରାମବାସି ବନ୍ଧୁ ପରିବାର ଜନ ରୁଣ୍ଡ ହୋଇଥିଲେ ସେଠାରେ ସ୍ବର୍ଗତ ନାୟକଙ୍କ ପୁତ୍ର, ପୁତ୍ରବଧୂ ଓ ନାତିନାତୁଣି ଉପସ୍ଥିତ ଥିଲେ ଦୁଃଖଦ ଖବର ସୁଣି ବୋଲଗଡଗୋଷ୍ଠି ଶିକ୍ଷା ଅଧୀକାରୀପ୍ରମୋଦ କୁମାର ସ୍ଵାଇଁ ଓକଲାଙ୍ଗସିଆରସିସି ବିଭୂପ୍ରସାଦ ମହାପାତ୍ର ଯୋଡ଼ାପଡ଼ା ତାଙ୍କ ବାସଭବନକୁ ଯାଇ ଆତ୍ମୀୟସୂଜନ ମାନଙ୍କୁ ସମବେଦନା ଜଣାଇଥିଲେ