June 13, 2026

ଅତାବିରା ମାର୍କେଟରେ ଯାଦବ ସମାଜର ବୈଠକ

IMG-20251021-WA0044
Share

 

 

ଅତାବିରା ମାର୍କେଟରେ ଯାଦବ ସମାଜର ବ୍ଲକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଯାଦବ ସମାଜର ବ୍ଲକ ସଭାପତି ପୂର୍ଣ୍ନଚନ୍ଦ୍ର ସାଲମାକଂ ସଭାପତିତ୍ବରେ |ଏହି ବୈଠକରେ ଅତାବିରା ବ୍ଲକର ସମସ୍ତ ପଂଚାୟତରୁ ଯାଦବ ଭାଇମାନେ ଯୋଗଦେଇ ଯାଦବ ସମାଜର ବିକାଶ ଦିଗରେ ଆଲୋଚନା କରିଥିଲେ |କଣ କଲେ ଯାଦବ ସମାଜର ସାମାଜିକ,ଅର୍ଥନୈତିକ,ରାଜନୀତି ଦିଗରେ ଉନ୍ନତି ହୋଇପାରିବ ସେ ବାବଦରେ ଯାଦବ ସମାଜର ଭାଇମାନେ ନିଜ ନିଜ ମତ ପ୍ରକାଶ କରିଥିଲେ |ଏହି ବୈଠକରେ ସୁରେନ୍ଦ୍ର କଠାର,ମହନ କଠାର,ସନ୍ୟାସି ଠେଲା,ମାଲିକ ମହାକୁର,ଶ୍ରୀପତି ପୋଢ,ଅର୍ଜ୍ବୁନ ଭୋଇ,ପ୍ରଶାନ୍ତ ବନଛୁର,ଆନନ୍ଦ ଜାଲ,ବୃନ୍ଦାପନ ଦୀପ,କେଶବ ଦୀପ,ରେନମାଲ ଜାଲ,ଜୟଲାଲ ଦୀପ ,ବିରଂଚି ଭୋଇ ପ୍ରମୁଖ ଯୋଗ ଦେଇଥିଲେ |

You may have missed