April 27, 2026

ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀ ଖାରିଗୁଡା,ମେଗା ନର୍ସରୀ ଠାରେ ଆୟୋଜିତ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଭାଗ-୨ ବାର୍ଷିକ

IMG-20251015-WA0015
Share

     ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀ ଖାରିଗୁଡା,ମେଗା ନର୍ସରୀ ଠାରେ ଆୟୋଜିତ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଭାଗ-୨ ବାର୍ଷିକ ସମୀକ୍ଷାରେ ବନ ସୁରକ୍ଷା ସମିତିର ଜୀବନ ଜୀବିକାର ବିଭିନ୍ନ ଷ୍ଟଲ୍ କୁ ଉଦ୍ଘାଟନ କରି ଓଡ଼ିଆ ଫୁଡକୋଟକୁ ବୁଲି ଦେଖିଲେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ |

 

ଉକ୍ତ ଷ୍ଟଲରେ ବିଭିନ୍ନ ପ୍ରକଳ୍ପ ତଥା ହସ୍ତତନ୍ତ,ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ହାତ ତିଆରି ପାରମ୍ପରିକ ଖାଦ୍ୟ ଯଥା ପିଠା,ସ୍ନାକ,ଜଳଖିଆ ଅନ୍ୟାନ୍ୟ ପାରମ୍ପରିକ ସ୍ୱାଦିଷ୍ଟ ବ୍ୟଞ୍ଜନର ପରିବେଷଣ କରାଯାଇଥିଲା |ସୋରଡ଼ାରୁ ସଞ୍ଜୟ କୁମାର ସେଠୀଙ୍କ ରିପୋର୍ଟ