April 30, 2026

୨୮ ରୁ ୨୬ତମ ରାଜ୍ୟ ସ୍ତରୀୟ ଧନୁର୍ବିଦ୍ୟା ଚ୍ୟାମ୍ପିଅନଶିପ – ୨୦୨୫

IMG-20250921-WA0017
Share

 

 

ସମ୍ବଲପୁର, ୨୧. ୦୯(): ଆସନ୍ତା ୨୮ ତାରିଖରୁ ୨୬ତମ ରାଜ୍ୟ ସ୍ତରୀୟ ଧନୁର୍ବିଦ୍ୟା ଚ୍ୟାମ୍ପିଅନଶିପ – ୨୦୨୫

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଠାରେ ଅନୁଷ୍ଠିତ ହେବ। ଯାହାକି ଅକ୍ଟୋବର ୧ ତାରିଖରେ ଉଦଯାପିତ ହେବାର୨୮ ରୁ ୨୬ତମ ରାଜ୍ୟ ସ୍ତରୀୟ ଧନୁର୍ବିଦ୍ୟା ଚ୍ୟାମ୍ପିଅନଶିପ – ୨୦୨୫

 

ସମ୍ବଲପୁର, ୨୧. ୦୯(ରାଜାରାମ ଷଡ଼ଙ୍ଗୀ): ଆସନ୍ତା ୨୮ ତାରିଖରୁ ୨୬ତମ ରାଜ୍ୟ ସ୍ତରୀୟ ଧନୁର୍ବିଦ୍ୟା ଚ୍ୟାମ୍ପିଅନଶିପ – ୨୦୨୫

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଠାରେ ଅନୁଷ୍ଠିତ ହେବ। ଯାହାକି ଅକ୍ଟୋବର ୧ ତାରିଖରେ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି।

 

 

ଓଡ଼ିଶା ଆର୍ଚେରି ଏସୋସିଏସନ୍ (ଓଆ) ପକ୍ଷରୁ ଏହା ଆୟୋଜନ ହେଉଥିବା ବେଳେ ରାଜ୍ୟ କୋଚମାନଙ୍କ ତାଲିକାରୁ ବିଚାରକ ଓ ଅଧିକାରୀମାନଙ୍କର ଏକ ପ୍ୟାନେଲ୍ କରାଯାଇ, ଚ୍ୟାମ୍ପିଅନଶିପରେ ବିଭିନ୍ନ ଦାୟିତ୍ୱ ପାଳନ କରିବାକୁ ଚୟନ କରାଯାଇଛି।

 

ଖେଳର ଆଦର୍ଶକୁ ରକ୍ଷା କରିବାରେ ଜୁଯୋମୁରାର ଅମୂଲ୍ୟ ଭୂମିକା ରହିଥିବାରୁ ଓ ଜୁଯୋମୁରା ଏହି ରାଜ୍ୟ ସ୍ତରୀୟ ବୈଠକରେ ଯୋଗ ଦେବାକୁ ଯାଉଥିବାରୁ ଶନିବାର ଦିନ ଜୁଯୋମୁରା ଠାରେ ଆଚେରୀ ସଂଘର ଜିଲ୍ଲା ସଭାପତି କିଶୋର କୁମାର ଦେହୁରୀଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଡ଼ିଓ ରାଜେଶ ଏକ୍କାଙ୍କ ସହିତ, ଉପସଭାପତି ଅଶ୍ୱିନୀ କୁମୁରା,ମିତ୍ରଭାନୁ ମହାପାତ୍ର, ପ୍ରମୁଖ ଯୋଗଦେଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ କିଭଳି ସଫଳତା ଆସିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ପ୍ରତିଯୋଗୀଙ୍କ ଗସ୍ତ ଖର୍ଚ୍ଚ ଓ ଆନୁସଙ୍ଗିକ ଖର୍ଚ୍ଚ ଉପରେ ଆଲୋଚନା କରଯାଇଥିଲା। ଧନୁର୍ବିଦ୍ୟାରେ ଜୁଯୋମୁରାର ସଫଳତାକୁ ବଜାୟ ରଖିବାକୁ ବିଡ଼ିଓ ଆର୍ଥିକ ସହଯୋଗ ପାଇଁ ପ୍ରଶାସନ ସହିତ ଆଲୋଚନା କରି ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିବା ଖବର ମିଳିଛି। କାର୍ଯ୍ୟକ୍ରମ ରହିଛି।

 

 

ଓଡ଼ିଶା ଆର୍ଚେରି ଏସୋସିଏସନ୍ (ଓଆ) ପକ୍ଷରୁ ଏହା ଆୟୋଜନ ହେଉଥିବା ବେଳେ ରାଜ୍ୟ କୋଚମାନଙ୍କ ତାଲିକାରୁ ବିଚାରକ ଓ ଅଧିକାରୀମାନଙ୍କର ଏକ ପ୍ୟାନେଲ୍ କରାଯାଇ, ଚ୍ୟାମ୍ପିଅନଶିପରେ ବିଭିନ୍ନ ଦାୟିତ୍ୱ ପାଳନ କରିବାକୁ ଚୟନ କରାଯାଇଛି।

 

ଖେଳର ଆଦର୍ଶକୁ ରକ୍ଷା କରିବାରେ ଜୁଯୋମୁରାର ଅମୂଲ୍ୟ ଭୂମିକା ରହିଥିବାରୁ ଓ ଜୁଯୋମୁରା ଏହି ରାଜ୍ୟ ସ୍ତରୀୟ ବୈଠକରେ ଯୋଗ ଦେବାକୁ ଯାଉଥିବାରୁ ଶନିବାର ଦିନ ଜୁଯୋମୁରା ଠାରେ ଆଚେରୀ ସଂଘର ଜିଲ୍ଲା ସଭାପତି କିଶୋର କୁମାର ଦେହୁରୀଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଡ଼ିଓ ରାଜେଶ ଏକ୍କାଙ୍କ ସହିତ, ଉପସଭାପତି ଅଶ୍ୱିନୀ କୁମୁରା,ମିତ୍ରଭାନୁ ମହାପାତ୍ର, ପ୍ରମୁଖ ଯୋଗଦେଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ କିଭଳି ସଫଳତା ଆସିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ପ୍ରତିଯୋଗୀଙ୍କ ଗସ୍ତ ଖର୍ଚ୍ଚ ଓ ଆନୁସଙ୍ଗିକ ଖର୍ଚ୍ଚ ଉପରେ ଆଲୋଚନା କରଯାଇଥିଲା। ଧନୁର୍ବିଦ୍ୟାରେ ଜୁଯୋମୁରାର ସଫଳତାକୁ ବଜାୟ ରଖିବାକୁ ବିଡ଼ିଓ ଆର୍ଥିକ ସହଯୋଗ ପାଇଁ ପ୍ରଶାସନ ସହିତ ଆଲୋଚନା କରି ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିବା ଖବର ମିଳିଛି।