ଆଜିର ଖବର
*ଖବର ଆଜିର*
ତାରିଖ ୨୯/୦୪/୨୦୨୩ ଶନି ବାର ।
ହାଇସ୍କୋରିଂ ମ୍ୟାଚ୍ରେ ପଞ୍ଜାବକୁ ୫୬ ରନରେ ହରାଇଲା ଲକ୍ଷ୍ନୌ, ନେଲା ମଧୁର ପ୍ରତିଶୋଧ ।
ଗୋଟାଏ ଦିନରେ ଜୁକରବର୍ଗଙ୍କ ସଂପତ୍ତି ୧୪ ପ୍ରତିଶତ ବଢ଼ିଲା; ପଛରେ ପଡ଼ିଲେ ମୁକେଶ ଅମ୍ବାନୀ ।
ପଶ୍ଚିମବଙ୍ଗ ସ୍କୁଲ ନିଯୁକ୍ତି ଦୁର୍ନୀତି ମାମଲାର ଶୁଣାଣିରୁ କାଲକାଟା ହାଇକୋର୍ଟର ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କୁ ହଟାଇବାକୁ ସୁପ୍ରିମକୋର୍ଟ କଲିକତା ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
୩୦୦ କୋଟି ଲାଞ୍ଚ ମାମଲା: ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ CBIର ୫ ଘଣ୍ଟା ପଚରା ଉଚୁରା ।
ଆକାଶପଥରୁ ମିଜାଇଲ,ରକେଟ ମାଡ଼୍। ୟୁକ୍ରେନ ଉପରେ ରୁଷର ଘମାଘୋଟ ଆକ୍ରମଣ।
ସୁପ୍ରିମକୋର୍ଟରୁ ସିନ୍ଦେ ଗୋଷ୍ଠୀଙ୍କୁ ଝଟକା, ଶିବସେନା ସମ୍ପତ୍ତି ପାଇଁ ଆଗତ ଆବେଦନ ଖାରଜ ।
ଜିଆ ଖାନ୍ ଆତ୍ମହତ୍ୟା ମାମଲାରେ ସୂରଜଙ୍କୁ କ୍ଲିନଚିଟ୍। ଅଭିନେତାଙ୍କୁ ନିର୍ଦ୍ଦୋଷ ଘୋଷଣା କଲେ ସିବିଆଇ କୋର୍ଟ।
ନିଜ ଭାଷାରେ ଏଣିକି ସୂଚନା, ସଚେତନତା ଓ ମନୋରଞ୍ଜନ, ଓଡ଼ିଶାରେ ୭ଟି ଏଫଏମ ଟ୍ରାନ୍ସମିଟର ଶୁଭାରମ୍ଭ କଲେ ମୋଦୀ ।
ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଜନତା ।
ଇସ୍ତଫା ଦେଲେ ଜେଟ୍ ଏୟାରଓ୍ବେଜ୍ର ସିଇଓ ସଞ୍ଜୀବ କପୂର, ୨୦୧୯ରୁ ବନ୍ଦ ରହିଛି ବିମାନ ଉଡ଼ାଣ ।
ସୁଦାନରୁ ଫେରିଲେ ୬ଜଣ ଓଡ଼ିଆ। ବଖାଣିଲେ ଗୃହ ଯୁଦ୍ଧ ଭିତରୁ ମୁକୁଳି ଆସିବାର ଛାତିଥରା ଅନୁଭୂତି।
ଟ୍ରେନ ଟିକେଟରେ ବରିଷ୍ଠ ନାଗରିକଙ୍କୁ ରିହାତି ମିଳିବନି: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ।
ନିବେଶକଙ୍କ ସମ୍ପତ୍ତି ୩ ଲକ୍ଷ କୋଟି ବଢ଼ିଲା: ସେନ୍ସେକ୍ସରେ ୪୬୩ ପଏଣ୍ଟ୍ ବୃଦ୍ଧି ।
ଓବାମାଙ୍କ ନେଟ୍ଫ୍ଲିକ୍ସ ଡକୁସିରିଜ୍ରେ ଟାଟା ଅଧ୍ୟକ୍ଷ ଚନ୍ଦ୍ରଶେଖରନ ।
ଗୋଟିଏ ଇନିଂସରେ ବୋଲିଂ କଲେ ୯ ଜଣ ଖେଳାଳି:IPL ଇତିହାସରେ ନୂଆ ଅଧ୍ୟାୟ ଲେଖିଲେ ରାହୁଲ।
ବଢିଲା ବ୍ରିଜଭୂଷଣଙ୍କ ଅଡୁଆ, ପୋକ୍ସୋ ଆକ୍ଟରେ ୨ଟି ଏଫଆଇଆର ରୁଜୁ କଲା ଦିଲ୍ଲୀ ପୋଲିସ୍।
ଭୁବନେଶ୍ଵରରେ ଉଦଯାପିତ ହେଲା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ: ଶେଷରେ ବିଶ୍ଵପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ପ୍ରତିନିଧି ।
‘ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଗ୍ରହଣ କରିବି’, କୁସ୍ତି ଯୋଦ୍ଧାଙ୍କ ଧାରଣା ପ୍ରସଙ୍ଗରେ ମୁହଁ ଖୋଲିଲେ ବ୍ରିଜଭୂଷଣ ସିଂ ।
ସୁଦାନରେ ବିନା ଆଲୋକରେ ବିମାନ ଅବତରଣ କଲେ ସାହସୀ IAF ପାଇଲଟ, ଆଶ୍ଚର୍ଯ୍ୟଜନକ ଅପରେସନରେ ୧୨୧ ଜଣ ଭାରତୀୟ ଉଦ୍ଧାର।
ଓଡ଼ିଶାରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍, ଟ୍ରେନ୍ ଭିତର ଦୃଶ୍ୟକୁ ଉପଭୋଗ କଲେ ଯାତ୍ରୀ।
ସୁପ୍ରଭାତ ,ଶୁଭ ସକାଳ ।