April 28, 2026

ପାରଳାଖେମୁଣ୍ଡି ବେତାଗୁଡ଼ା ସ୍ଥିତ ଏ ଏନ ଏମ ତାଲିମ କେନ୍ଦ୍ର ରେ ଗଣେଶ ପୂଜା ମହାସମାରୋହ ରେ ପାଳିତ 

IMG-20250827-WA0063
Share

ପାରଳାଖେମୁଣ୍ଡି:୨୭/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ବେତାଗୁଡ଼ା ସ୍ଥିତ ଏ.ଏନ.ଏମ ତାଲିମ କେନ୍ଦ୍ରରେ ମହା ସମାରୋହ ରେ ପାଳିତ ହୋଇଯାଇଛି l ପୂଜାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଏମ.ଏମ ଅଲ୍ଲୀ, ଏ.ଏନ.ଏମ ଟ୍ରେନିଙ୍ଗ କେନ୍ଦ୍ରର ଅଧକ୍ଷା ପ୍ରତିଭା କୁମାରୀ ନାୟକ, ଶିକ୍ଷୟତ୍ରୀ ଲକ୍ଷ୍ମୀ ପ୍ରିୟା ସେଠୀ, ସଙ୍ଗୀତା ମହାପାତ୍ର, ତୃପ୍ତିମୟୀ ନନ୍ଦ ଖାଦ୍ୟ ନିରାପତ୍ତା ଅଧିକାରୀ ତପସ୍ୱିନୀ ବେହେରା, ସୁମନ୍ତ କୁମାର ପାଢ଼ୀ ପ୍ରମୂଖ ଉପସ୍ଥିତ ଥିଲେ l ଗଣେଶ ପୂଜା କୁ ଟ୍ରେନିଙ୍ଗ କେନ୍ଦ୍ରର ଛାତ୍ରୀ ଓ କର୍ମଚାରୀ ମାନେ ପରିଚାଳନା କରିଥଲେ l

You may have missed